Hebrews 11:38 — Compare Translations

6 translations compared side by side

Odia - 1840
"ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପୟୁକ୍ତ ନ ଥିଲା। ସମାନେେ ମରୁଭୂମିରେ ଓ ପାହାଡ଼ ରେ ବୁଲିଲେ ଓ ଗୁମ୍ଫା ଏବଂ ଭୂମିରେ ଥିବା ଗାତମାନଙ୍କ ରେ ନିଜକୁ ଲୁଚାଇ ରଖିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ଵର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ମହାନ୍ ଲୋକମାନଙ୍କ ଲାଗି ପୃଥିବୀ ଉପଯୁକ୍ତ ନ ଥିଲା। ସେମାନେ ମରୁଭୂମିରେ ଓ ପାହାଡ଼ରେ ବୁଲିଲେ ଓ ଗୁମ୍ପା ଏବଂ ଭୂମିରେ ଥିବା ଗାତମାନଙ୍କରେ ନିଜକୁ ଲୁଗ୍ଭଇ ରଖିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ପ୍ରାନ୍ତର, ପର୍ବତ, ଗୁହା, ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ; ଜଗତ ସେମାନଙ୍କର ଯୋଗ୍ୟ ନ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಸ್ಲ್ಯಾಕ್ನಿ ಹ್ಯಾ ಜಗಾತ್‍ ಥವ್ನ್ ಘೆಯ್ನಸಿತ್ ತೆನಿ ತೆಂಚ್ಯಾ ದೆಶಾಚ್ಯಾ ಹಾಳ್ ಡಂಗ್ಳಿತ್, ಮಡ್ಡಿಯಾ ವೈನಿ, ಢೊಂಬಾತ್ನಿ ಅನಿ ಖಡ್ಡ್ಯಾತ್ನಿ ಫಿರುನ್ಗೆತ್ ರಾಯ್ತ್.