Hebrews 11:9 — Compare Translations
7 translations compared side by side
Odia - 1840
"ପରମେଶ୍ବର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସହେି ସ୍ଥାନ ରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ବାସ ଥିବା ହତେୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁ ରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ଯ"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବିଶ୍ଵାସ ଦ୍ଵାରା ସେ ବିଦେଶୀ ସ୍ଵରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ୍ ଓ ଯାକୁବଙ୍କ ସହିତ ତମ୍ଵୁରେବାସ କଲେ;
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ବିଶ୍ୱାସରେ ଈଶ୍ୱରଙ୍କ ପ୍ରତିଜ୍ଞାତ ଦେଶରେ ବିଦେଶୀ ଭାବରେ ବାସ କଲେ। ସେ ତମ୍ବୁରେ ବାସ କଲେ ଏବଂ ତାଙ୍କ ପରି ଈଶ୍ୱରଙ୍କଠାରୁ ପ୍ରତିଜ୍ଞା ପ୍ରାପ୍ତ ହୋଇ ଇସାହାକ ଓ ଯାକୁବ ମଧ୍ୟ ସେହିପରି ବାସ କରିଥିଲେ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ପ୍ରତିଜ୍ଞା ଅନୁସାରେ ଅବ୍ରହାମ ସେହି ସ୍ଥାନରେ ରହିଲେ। ସେ ଜଣେ ଯାତ୍ରୀ ଭଳି ରହିଲେ, ଜଣେ ବାସିନ୍ଦା ଭଳି ନୁହେଁ। ବିଶ୍ୱାସ ଥିବା ହେତୁ ସେ ଏପରି କଲେ। ଇସ୍ହାକ ଓ ଯାକୁବଙ୍କ ସହିତ ଅବ୍ରହାମ ତମ୍ବୁରେ ରହିଲେ। ଇସ୍ହାକ ଓ ଯାକୁବ ମଧ୍ୟ
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
Odia IRV 2017 (ଓଡିଆ ବାଇବେଲ)
ବିଶ୍ୱାସ ଦ୍ୱାରା ସେ ବିଦେଶୀ ସ୍ୱରୂପେ ପ୍ରତିଜ୍ଞାତ ଦେଶରେ ପ୍ରବାସୀ ହୋଇ ପ୍ରତିଜ୍ଞାର ସହାଧିକାରୀ ଇସ୍ହାକ ଓ ଯାକୁବଙ୍କ ସହିତ ତମ୍ବୁରେ ବାସ କଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ವಿಶ್ವಾಸಾನುಚ್ ದೆವಾನ್ ಸಾಂಗಲ್ಲ್ಯಾ ದೆಶ್ಯಾಕ್ ಯೆಲ್ಯಾ ತನ್ನಾ ಥೈ ದುಸ್ರ್ಯಾ ದೆಶಾತುಚ್ ಹೊತ್ತ್ಯಾ ಸಾರ್ಕೊಚ್ ಝೊಪ್ಡೆ ಬಾಂದುನ್ ಘೆವ್ನ್ ಪರ್ವಾಸಾಕ್ ಯೆಲ್ಲ್ಯಾ ಮಾನ್ಸಾ ಸಾರ್ಕೊ ಹೊವ್ನ್ ಜಿವನ್ ಕರ್ಲ್ಯಾನ್, ತೆಜಿ ಲೆಕಾ ಇಸಾಕ್ ಅನಿ ಜಾಕೊಬಾನ್ಬಿ ತೆಚ್ಯಾ ಸಾರ್ಕೆಚ್ ಬಿಡಾರಾತ್ನಿಚ್ ಜಿವನ್ ಕರ್ಲ್ಯಾನಿ.