Hebrews 12:16 — Compare Translations

7 translations compared side by side

Odia - 1840
"ସାବଧାନ ରୁହ ଯେପରି କହେି ହେଲେ ୟୌନ ବ୍ଯଭିଚାର ନ କରେ। ସାବଧାନ ରୁହ ଯେପରି କହେି ଏସେ ୗ ଭଳି ନ ହେଉ। ସେ ପରମେଶ୍ବରଙ୍କ ବିଷୟ ରେ ଚିନ୍ତା କରେ ନାହିଁ। ଏସେ ୗ ଜେଷ୍ଠପୁତ୍ର ଥିଲା, ଓ ସେ ତା' ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥାନ୍ତା। କିନ୍ତୁ ଥରକର ଭୋଜନ ବଦଳ ରେ ସେ ସବୁକିଛି ବିକ୍ରି କରି ଦଲୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏ ବିଷୟରେ ଅତି ଜାଗ୍ରତ ହୁଅ ।
Odia BSI (ପବିତ୍ର ବାଇବଲ (CL) NT (BSI))
ଏଷୌ ପରି କେହି ଭ୍ରଷ୍ଟାଚାରୀ ବା ଅଧର୍ମାଚାରୀ ନ ହେଉ; ସେ ତ ଓଳିକର ଖାଦ୍ୟ ପାଇଁ ଜ୍ୟେଷ୍ଠାଧିକାର ବିଜୟ କରି ଦେଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ସାବଧାନ ରୁହ ଯେପରି କେହିହେଲେ ଯୌନ ବ୍ୟଭିଗ୍ଭର ନ କରେ। ସାବଧାନ ରୁହ ଯେପରି କେହି ଏଷୌ ଭଳି ନ ହେଉ। ସେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରେ ନାହିଁ। ଏଷୌ ଜ୍ୟେଷ୍ଠପୁତ୍ର ଥିଲା, ଓ ସେ ତା’ ପିତାଙ୍କଠାରୁ ସବୁକିଛି ଉତ୍ତରାଧିକାରୀ ଭାବରେ ପାଇଥା’ନ୍ତା। କିନ୍ତୁ ଥରକର ଭୋଜନ ବଦଳରେ ସେ ସବୁକିଛି ବିକ୍ରି କରି ଦେଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏହି ବିଷୟରେ ସାବଧାନ ହୁଅ।
Odia IRV 2017 (ଓଡିଆ ବାଇବେଲ)
କିଅବା କେହି ପାରଦାରିକ, ବା ଥରକର ଖାଦ୍ୟ ନିମନ୍ତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟକାରୀ ଯେ ଏଷୌ, ତାହା ପରି ବିଧର୍ମାଚାରୀ ହୁଏ, ଏବିଷୟରେ ସାବଧାନ ହୁଅ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮ್ಚ್ಯಾತ್ ಕೊನ್ಬಿ ಅನೈತಿಕ್ ಸಮಂದ್ ಕರಿನಸ್ತಾನಾ ರ್‍ಹಾಂವ್ದಿತ್, ನಾ ಹೊಲ್ಯಾರ್ ಎಸಾವಾಚ್ಯಾ ಸಾರ್ಕೆ ಖೊಟ್ಯಾ ಚಾಲಿಚೊ ನಾಹೊಲ್ಯಾರ್ ದೆವಾಚೆ ಭಿಂಯೆನಸಲ್ಲೊ ಹೊವ್ನ್ ನಸ್ತಾನಾ ರ್‍ಹಾಂವ್ದಿತ್, ಎಸಾವಾನ್ ಎಕ್ ಜೆವ್ನಾಕ್ ಲಾಗುನ್ ಅಪ್ನಾಚೊ ಥೊರ್‍ಲ್ಯಾ ಲೆಕಾಚೊ ಹಕ್ಕ್ ಇಕುನ್ ಸೊಡ್ಲ್ಯಾನ್.