Hebrews 12:19 — Compare Translations
6 translations compared side by side
Odia - 1840
"ସଠାେରେ ତୂରୀର ଧ୍ବନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ବନି ନାହିଁ। ଯେତବେେଳେ ଲୋକେ ସେ ଧ୍ବନି ଶୁଣିଲେ, ସମାନେେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତୂରୀର ଧ୍ଵନୀ ଓ ବାକ୍ୟର ଶଦ୍ଦ ନିକଟକୁ ଆସି ନାହିଁ; ଶ୍ରୋତାମାନେ ସେହି ଶଦ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
Odia Bible ERV 2004 (ପବିତ୍ର ବାଇବଲ)
ସେଠାରେ ତୂରୀର ଧ୍ୱନି, ଏବଂ ଶବ୍ଦ ଉଚ୍ଚାରଣ ଧ୍ୱନି ନାହିଁ। ଯେତେବେଳେ ଲୋକେ ସେ ଧ୍ୱନି ଶୁଣିଲେ, ସେମାନେ ପ୍ରାର୍ଥନା କଲେ ଯେ, ଅନ୍ୟ କୌଣସି ଶବ୍ଦ ଯେପରି ନ ଶୁଣନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତୂରୀଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
Odia IRV 2017 (ଓଡିଆ ବାଇବେଲ)
ତୂରୀର ଧ୍ୱନୀ ଓ ବାକ୍ୟର ଶବ୍ଦ ନିକଟକୁ ଆସି ନାହଁ, ଶ୍ରୋତାମାନେ ସେହି ଶବ୍ଦ ଶୁଣି ଯେପରି ସେମାନଙ୍କୁ ଆଉ କୌଣସି ବାକ୍ୟ କୁହା ନ ଯାଏ, ଏହା ନିବେଦନ କରିଥିଲେ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತೊ ತುತ್ತುರಿಚೊ ನಾದ್ ನಾ ತರ್ ತಸ್ಲ್ಯಾ ಬೊಲ್ನ್ಯಾಚಿ ಗೊಸ್ಟಿಯಾ ಆಯ್ಕಲ್ಯಾನಿ, ಅನಿ ಫಿಡೆ ತಸ್ಲ್ಯಾ ಗೊಸ್ಟಿಯಾ ಬೊಲ್ತಲೆ ನಕ್ಕೊ ಮನುನ್ ಮಾಗ್ಲ್ಯಾನಿ.