Hebrews 12:21 — Compare Translations

7 translations compared side by side

Odia - 1840
"ସହେି ଲୋକମାନେ ଯାହା ଦେଖିଲେ, ସଗେୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମାଶାେ କହିଥିଲେ: ମୁଁ ଭୟ ରେ ଥରୁଛି।323"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, ମୁଁ ଅତ୍ୟ; ଭୀତ ଓ କମ୍ପିତ ହେଉଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେହି ଦୃଶ୍ୟ ଏତେ ଭୟାନକ ଥିଲା ଯେ, ମୋଶା କହିଥିଲେ, “ମୁଁ ଭୟରେ ଥରହର ହୋଉଛି।”
Odia Bible ERV 2004 (ପବିତ୍ର ବାଇବଲ)
ସେହି ଲୋକମାନେ ଯାହା ଦେଖିଲେ, ସେଗୁଡ଼ିକ ଏତେ ଭୟଙ୍କର ଥିଲା ଯେ, ମୋଶା କହିଥିଲେ: “ମୁଁ ଭୟରେ ଥରୁଛି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, “ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି।”
Odia IRV 2017 (ଓଡିଆ ବାଇବେଲ)
ଆଉ ସେହି ଦୃଶ୍ୟ ଏପରି ଭୟଙ୍କର ଥିଲା ଯେ, ମୋଶା ହିଁ କହିଲେ, ମୁଁ ଅତ୍ୟନ୍ତ ଭୀତ ଓ କମ୍ପିତ ହେଉଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ತೆ ದರ್ಶನ್ ಯೆವ್ಡೆ ಭಯಾನಕ್ ಹೊತ್ತೆ ಮಟ್ಲ್ಯಾರ್, ಮೊಯ್ಜೆನ್ ಮಿಯಾ ಭಿಂಯಾನ್ ಥರ್ ಥರುಲ್ಲಾ ಮನುನ್ ಸಾಂಗ್ಲ್ಯಾನ್.