Hebrews 12:26 — Compare Translations
7 translations compared side by side
Odia - 1840
"ଆଗରୁ ଯେତବେେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, ଆଉ ଥରେ ମୁଁ କମ୍ପାଇବି କବଳେ ପୃଥିବୀକୁ ନୁହେଁ ବରଂ ମୁଁ ସ୍ବର୍ଗକୁ ମଧ୍ଯ କମ୍ପାଇବି।327"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେତେବେଳେ ତାହାଙ୍କ ସ୍ଵର ପୃଥିବୀକି ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ସୁଦ୍ଧା କମ୍ପାଇବା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେତେବେଳେ ତାଙ୍କର ସ୍ୱର ପୃଥିବୀକୁ ଆଲୋଡ଼ିତ କରିଥିଲା। ବର୍ତ୍ତମାନ ସେ ପ୍ରତିଜ୍ଞା କରିଛନ୍ତି, “ମୁଁ ପୁନର୍ବାର ନୁହେଁ, ଆକାଶମଣ୍ଡଳକୁ ମଧ୍ୟ ଅ;ଲାଡ଼ିନ କରିବି।”
Odia Bible ERV 2004 (ପବିତ୍ର ବାଇବଲ)
ଆଗରୁ ଯେତେବେଳେ ସେ କହିଲେ, ତାହା ପୃଥିବୀକୁ କମ୍ପାଇ ଥିଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରିଛନ୍ତି, “ଆଉ ଥରେ ମୁଁ କମ୍ପାଇବି କେବଳ ପୃଥିବୀକୁ ନୁହେଁ ବରଂ ମୁଁ ସ୍ୱର୍ଗକୁ ମଧ୍ୟ କମ୍ପାଇବି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେତେବେଳେ ଈଶ୍ବରଙ୍କ ସ୍ୱର ପୃଥିବୀକୁ ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, “ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ମଧ୍ୟ କମ୍ପାଇବା।”
Odia IRV 2017 (ଓଡିଆ ବାଇବେଲ)
ସେତେବେଳେ ତାହାଙ୍କ ସ୍ୱର ପୃଥିବୀକି ଟଳମଳ କଲା, କିନ୍ତୁ ଏବେ ସେ ପ୍ରତିଜ୍ଞା କରି କହିଅଛନ୍ତି, ପୁନର୍ବାର ଆମ୍ଭେ ଯେ କେବଳ ପୃଥିବୀକୁ କମ୍ପାଇବା, ତାହା ନୁହେଁ, ମାତ୍ର ଆକାଶକୁ ସୁଦ୍ଧା କମ୍ପାଇବା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅದ್ದಿ ತೊ ಬೊಲ್ತಾನಾ ತೆಚ್ಯಾ ಧನಾಚ್ಯಾ ಅವಾಜಾಕ್ ಜಿಮಿನ್ ಹಾಲ್ಲಿ, ಖರೆ ಅತ್ತಾ ತೆನಿ ಅನಿ ಗೊಸ್ಟಿ ದಿಲ್ಲಿ ಹಾಯ್ ಅನಿ ಎಗ್ದಾ ಜಿಮಿನ್ ಎವ್ಡೆಚ್ ನ್ಹಯ್ ಅಂತರಾಳ್ ಬಿ ಮಿಯಾ ಹಾಲ್ವುತಾ.