Hebrews 12:8 — Compare Translations
7 translations compared side by side
Odia - 1840
"ପ୍ରେତ୍ୟକକ ପୁତ୍ର ପିତା ଦ୍ବାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭମାନେେ କବେେ ଦଣ୍ଡ ପାଇ ନାହଁ ପ୍ରେତ୍ୟକକ ପୁତ୍ର ଦଣ୍ଡ ପାଇବା ଉଚିତ, ତାହାହେଲେ ତୁମ୍ଭମାନେେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତାଙ୍କର ଅନ୍ୟ ପୁତ୍ରମାନଙ୍କ ପରି ତୁମକୁ ଯଦି ତୁମ ପିତା ଶାସନ କରନ୍ତି ନାହିଁ, ତେବେ ତ ତୁମେ ପ୍ରକୃତ ପୁତ୍ର ନୁହଁ, ତୁମେ ଜାରଜ ସନ୍ତାନ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ପୁତ୍ର ପିତା ଦ୍ୱାରା ଦଣ୍ଡ ପାଇ ଥାଏ। ଯଦି ତୁମ୍ଭେମାନେ କେବେ ଦଣ୍ଡ ପାଇ ନାହଁ ପ୍ରତ୍ୟେକ ପୁତ୍ର ଦଣ୍ଡ ପାଇବା ଉଚିତ୍, ତାହାହେଲେ ତୁମ୍ଭେମାନେ ଅବୈଧ ପୁତ୍ର ଅଟ ଏବଂ ପ୍ରକୃତ ପୁତ୍ର ନୁହଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ।
Odia IRV 2017 (ଓଡିଆ ବାଇବେଲ)
କିନ୍ତୁ ଯେଉଁ ଶାସନର ସମସ୍ତେ ସହଭାଗୀ, ଯଦି ତୁମ୍ଭେମାନେ ସେଥିର ଅଂଶୀ ନୁହଁ, ତେବେ ତୁମ୍ଭେମାନେ ପୁତ୍ର ନ ହୋଇ ଜାରଜ ଅଟ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತುಮಿ ಬಾಬಾಕ್ನಾ ಶಿಕ್ಷಾ ಕರುನ್ ಘೆಯ್ ನಸ್ಲ್ಯಾರ್ ತುಮಿ ಖರಿ ಪೊರಾ ನ್ಹಯ್, ವೆಭಿಚಾರಾನ್ ಉಪಾಜಲ್ಲೆ ಹೊವ್ನ್ ಹಾಸಿ.