Hebrews 13:10 — Compare Translations

7 translations compared side by side

Odia - 1840
"ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ328 ରେ ସବୋ କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଉଁ ଯଜ୍ଞ ବେଦିର ସାମଗ୍ରୀ ତମ୍ଵୁର ଉପାସକ-ମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ଯଜ୍ଞବେଦି ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଆମ୍ଭମାନଙ୍କର ଯେଉଁ ଦିବ୍ୟ ବେଦୀ ଅଛି, ସେଥିରେ ଥିବା ନୈବେଦ୍ୟ ଭୋଜନ କରିବାକୁ ଇହୁଦୀ ମହାଯାଜକମାନଙ୍କର ଅଧିକାର ନାହିଁ।
Odia Bible ERV 2004 (ପବିତ୍ର ବାଇବଲ)
ଆମ୍ଭର ବଳିଟିଏ ଅଛି। ପବିତ୍ର ତମ୍ବୁ ରେ ସେବା କରୁଥିବା ଯାଜକମାନେ ଆମ୍ଭ ବଳିରୁ ଖାଇପାରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି।
Odia IRV 2017 (ଓଡିଆ ବାଇବେଲ)
ଯେଉଁ ବେଦିର ସାମଗ୍ରୀ ତମ୍ବୁର ଉପାସକମାନଙ୍କର ଭୋଜନ କରିବା ନିମନ୍ତେ ଅଧିକାର ନାହିଁ, ଆମ୍ଭମାନଙ୍କର ଏପରି ଏକ ବେଦି ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಮ್ಕಾ ಎಕ್ ಅಲ್ತಾರ್ ಹಾಯ್, ಪವಿತ್ರ್ ಬಿರಾಡಾತ್ ಸೆವಾ ಕರ್ತಲ್ಯಾಕ್ನಿ ಹ್ಯಾ ಅಲ್ತಾರಿ ವರ್ತಿ ಭೆಟ್ಟಲ್ಲೆ ಖಾತಲೊ ಹಕ್ಕ್ ನಾ.