Hebrews 13:3 — Compare Translations
7 translations compared side by side
Odia - 1840
"ବନ୍ଦୀଘ ରେ ଥିବା ସହେି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭମାନେେ ନିଜେ ମଧ୍ଯ ବନ୍ଦୀଘ ରେ ଥିବା ଭଳି ସମାନଙ୍କେୁ ମନେ ରଖ। ଯେଉଁମାନେ ଯାତନା ପାଉଛନ୍ତି, ସମାନଙ୍କେୁ ମଧ୍ଯ ଭୁଲ ନାହିଁ। ମନେ ରଖ ଯେ, ତୁମ୍ଭମାନେେ ମଧ୍ଯ ସମାନଙ୍କେ ସ୍ଥାନ ରେ ଭବିଷ୍ଯତ ରେ ରହିପାର।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ଵରୂପେ ଜ୍ଞାନ କରି ପୁଣି ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରାଗାରରେ ଥିବା ଲୋକମାନଙ୍କ ସହିତ ତୁମେ ନିଜେ କାରାବାସ ଭୋଗ କରୁଥିବା ପରି ଭାବି ସେମାନଙ୍କୁ ସ୍ମରଣ କର। ଦୁଃଖ କ୍ଳେଶ ଭୋଗ କରୁଥିବା ଲୋକମାନଙ୍କ ସହିତ ସମଦୁଃଖ ଅନୁଭବ କରି ସେମାନଙ୍କୁ ସ୍ମରଣ କର।
Odia Bible ERV 2004 (ପବିତ୍ର ବାଇବଲ)
ବନ୍ଦୀଘରେ ଥିବା ସେହି ଲୋକମାନଙ୍କୁ ଭୁଲି ଯାଅ ନାହିଁ। ତୁମ୍ଭେମାନେ ନିଜେ ମଧ୍ୟ ବନ୍ଦୀଘରେ ଥିବା ଭଳି ସେମାନଙ୍କୁ ମନେରଖ। ଯେଉଁମାନେ ଯାତନା ପାଉଛନ୍ତି, ସେମାନଙ୍କୁ ମଧ୍ୟ ଭୁଲ୍ ନାହିଁ। ମନେରଖ ଯେ, ତୁମ୍ଭେମାନେ ମଧ୍ୟ ସେମାନଙ୍କ ସ୍ଥାନରେ ଭବିଷ୍ୟତରେ ରହିପାର।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର।
Odia IRV 2017 (ଓଡିଆ ବାଇବେଲ)
ଆପଣାମାନଙ୍କୁ ବନ୍ଦୀମାନଙ୍କ ସହବନ୍ଦୀ ସ୍ୱରୂପେ ଜ୍ଞାନ କରି ପୁଣି, ନିଜେ ଦେହଧାରୀ ଅଟ ବୋଲି ଜାଣି କ୍ଳେଶଭୋଗ କରୁଥିବା ଲୋକମାନଙ୍କୁ ସ୍ମରଣ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಬಂಧಿಖಾನ್ಯಾತ್ ಹೊತ್ತ್ಯಾಂಚಿ ಯಾದ್ ಥವಾ; ತೆಂಚ್ಯಾ ವಾಂಗ್ಡಾ ತುಮಿಬಿ ಬಂಧಿಖಾನ್ಯಾತ್ ಹಾಶಿ ಮನುನ್ ಚಿಂತಾ, ತರಾಸಾತ್ ಪಡಲ್ಲ್ಯಾಂಚಿ ಯಾದ್ ಕರಾ, ತೆಂಚೆ ವರ್ತಿ ಯೆಲ್ಲ್ಯಾ ಸಾರ್ಕೆ ಕಸ್ಟಾ ಸಂಕಟಾ ತುಮ್ಚ್ಯಾ ವರ್ತಿಬಿ ಯೆತಿಲ್ ಮನುನ್ ಚಿಂತಾ.