Hebrews 2:13 — Compare Translations

7 translations compared side by side

Odia - 1840
"ସେ ଆହୁରି କହନ୍ତି:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁନଶ୍ଚ, ମୁଁ ତାହାଙ୍କଠାରେ ମୋହର ବିଶ୍ଵାସ ରଖିବି । ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ଵରଦତ୍ତ ମୋହର ସନ୍ତାନମାନେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେ ଏହା ମଧ୍ୟ କହିଛନ୍ତି, “ମୁଁ ଈଶ୍ୱରଙ୍କଠାରେ ବିଶ୍ୱାସ ସ୍ଥାପନ କରିବି” ଓ “ଈଶ୍ୱର ମୋତେ ଯେଉଁ ସନ୍ତାନମାନଙ୍କୁ ଦେଇଛନ୍ତି, ସେମାନେ ମୋ’ ସହିତ ଅଛନ୍ତି।”
Odia Bible ERV 2004 (ପବିତ୍ର ବାଇବଲ)
ସେ ଆହୁରି କହନ୍ତି: “ମୁଁ ପରମେଶ୍ୱରଙ୍କୁ ବିଶ୍ୱାସ କରିବି।” ଓ ସେ କୁହନ୍ତି: “ମୁଁ ଏହିଠାରେ ଅଛି, ଓ ପରମେଶ୍ୱରଙ୍କ ଦତ୍ତ ସନ୍ତାନଗଣ ମଧ୍ୟ ମୋ’ ସହିତ ଅଛନ୍ତି।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁନଶ୍ଚ କହନ୍ତି, “ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି।” ପୁନର୍ବାର, “ଏହି ଦେଖ, ମୁଁ ଓ ଈଶ୍ବରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ।”
Odia IRV 2017 (ଓଡିଆ ବାଇବେଲ)
ପୁନଶ୍ଚ କହନ୍ତି, ମୁଁ ତାହାଙ୍କଠାରେ ମୋହର ବିଶ୍ୱାସ ରଖିବି। ପୁନର୍ବାର, ଏହି ଦେଖ, ମୁଁ ଓ ଈଶ୍ୱରଙ୍କ ଦ୍ଵାରା ଦିଆଯାଇଥିବା ମୋହର ସନ୍ତାନମାନେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಎಗ್ದಾ ತೊ ಮನ್ತಾ, “ಮಾಜೊ ಪುರಾ ವಿಶ್ವಾಸ್ ಮಿಯಾ ತೆಚ್ಯಾ ವರ್ತಿ ಥವ್ತಾ”, ಅನಿ ಬಿ ಎಗ್ದಾ ಮಿಯಾ ತೆಚ್ಯಾ ವರ್ತಿ ಥವ್ತಾ. ಅನಿ ಬಿ ಎಗ್ದಾ ಮಿಯಾ ಅನಿ ದೆವಾನ್ ಮಾಕಾ ದಿಲ್ಲಿ ಪೊರಾ ಬಗ್! ಮನ್ತಾ.