Hebrews 4:10 — Compare Translations
7 translations compared side by side
Odia - 1840
"ପରମେଶ୍ବର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ବରଙ୍କ ପରି ମନୁଷ୍ଯ ଆପଣା କାର୍ୟ୍ଯ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ଵର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଈଶ୍ୱର ଯେପରି ଆପଣା କାର୍ଯ୍ୟରୁ ହେଲାଣି, ଅଥଚ ଏବେ ସୁଦ୍ଧା ଈଶ୍ୱରଙ୍କ ବାଣୀର ପ୍ରଥମିକ ତତ୍ତ୍ୱଗୁଡ଼ିକ ତୁମମାନଙ୍କୁ ଶିକ୍ଷଶ ଦେବାକୁ ବିଶ୍ରାମ କଲେ, ଯେ କେହି ତାଙ୍କ ‘ପ୍ରତିଜ୍ଞାତ ବିଶ୍ରାମକୁ ‘ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମକୁ’ ଗ୍ରହଣ କରେ, ସେ ମଧ୍ୟ ନିଜର କର୍ମ କ୍ଳାନ୍ତିରୁ ବିଶ୍ରାମ ପାଇବ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ନିଜ କାମ ସମାପ୍ତ କଲା ପରେ ବିଶ୍ରାମ କଲେ। ସେପ୍ରକାର ପରମେଶ୍ୱରଙ୍କ ପରି ମନୁଷ୍ୟ ଆପଣା କାର୍ଯ୍ୟ ସମାପ୍ତ କଲାପରେ ବିଶ୍ରାମ ପାଇଥାଏ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ବର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ୱର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅಶೆಚ್ ದೆವಾಚ್ಯಾ ಆರಾಮ್ಕಿತ್ ಭುತ್ತುರ್ ಗುಸಲ್ಲೊ ಹರ್ ಎಕ್ಲೊ ದೆವಾಚ್ಯಾ ಸಾರ್ಕೆಚ್ ಅಪ್ನಾಚ್ಯಾ ಸಗ್ಳ್ಯಾ ಕಾಮಾತ್ನಾ ಆರಾಮ್ ಘೆತಾ.