Hebrews 4:9 — Compare Translations
7 translations compared side by side
Odia - 1840
"ଏହା ପ୍ରମାଣିତ କରେ ଯେ, ପରମେଶ୍ବରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଅତଏବ ଈଶ୍ଵରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।
Odia BSI (ପବିତ୍ର ବାଇବଲ (CL) NT (BSI))
ଅତଏବ ଏହା ସୁସ୍ପଷ୍ଟ ଯେ, ସପ୍ତମ ଦିନରେ ଈଶ୍ୱର ବିଶ୍ରାମ କରିବା ପରି, ତାଙ୍କ ଲୋକମାନଙ୍କ ନିମନ୍ତେ ଏକ ବିଶ୍ରାମର ସମୟ ରଖାଯାଇଛି।
Odia Bible ERV 2004 (ପବିତ୍ର ବାଇବଲ)
ଏହା ପ୍ରମାଣିତ କରେ ଯେ, ପରମେଶ୍ୱରଙ୍କ ଲୋକମାନଙ୍କ ଲାଗି ସପ୍ତମ ଦିନର ବିଶ୍ରାମ ଭୋଗିବାର ବାକି ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଅତଏବ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି।
Odia IRV 2017 (ଓଡିଆ ବାଇବେଲ)
ଅତଏବ ଈଶ୍ୱରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಹೆಚ್ಯಾ ವೈನಾ ಸಬ್ಬಾತಾಚೊ ಆರಾಮ್ ದೆವಾಚ್ಯಾ ಲೊಕಾಕ್ನಿ ಅನಿಬಿ ತಯಾರ್ ಕರುನ್ ಥವಲ್ಲೊ ಹಾಯ್.