Hebrews 6:5 — Compare Translations
6 translations compared side by side
Odia - 1840
"ସମାନେେ ପରମେଶ୍ବରଙ୍କ କଥା ଶୁଣିଲେ ଓ ପରମେଶ୍ବରଙ୍କ ଭାବୀଜଗତର ମହାନ୍ ଶକ୍ତି ଗୁଡ଼ିକୁ ଦେଖିଥିଲେ। ସମାନେେ ତହିଁର ଉତ୍ତମତା ଜୀବନ ରେ ଉପଲବ୍ଧି କରିଛନ୍ତି। କିନ୍ତୁ ତା'ପରେ ମଧ୍ଯ ସମାନେେ ଖ୍ରୀଷ୍ଟଙ୍କ ମାର୍ଗ ଛାଡ଼ିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଈଶ୍ଵରଙ୍କ ଉତ୍ତମ ବାକ୍ୟ ଓ ଭାବୀ ଯୁଗର ଶକ୍ତି ଆସ୍ଵାଦନ କରିଅଛନ୍ତି,
Odia BSI (ପବିତ୍ର ବାଇବଲ (CL) NT (BSI))
ସେମାନେ ଈଶ୍ୱରଙ୍କ ବାଣୀର ମହତ୍ତ୍ୱ ଉପଲବ୍ଧି କରିଥିଲେ ଏବଂ ଆଗାମୀ ଯୁଗର ଶକ୍ତି ଅନୁଭବ କରିଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଈଶ୍ବରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି,
Odia IRV 2017 (ଓଡିଆ ବାଇବେଲ)
ଈଶ୍ୱରଙ୍କ ଉତ୍ତମ ବାକ୍ୟ ଓ ଆଗାମୀ ଯୁଗର ଶକ୍ତି ଆସ୍ୱାଦନ କରିଅଛନ୍ତି,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ದೆವಾಚ್ಯಾ ಗೊಸ್ಟಿಯಾಂಚೆ ಬರೆಪಾನ್ ಅನ್ಬೊಗ್ ಕರ್ಲಾತ್, ಅನಿ ಫಿಡ್ಲ್ಯಾ ಜಗಾಚಿ ಬಳ್ ಅನುಭೊಗ್ ಕರ್ಲಾತ್,