Hebrews 7:20 — Compare Translations

7 translations compared side by side

Odia - 1840
"ଯୀଶୁଖ୍ରୀଷ୍ଟଙ୍କୁ ମହାୟାଜକ କଲା ବେଳେ, ପରମେଶ୍ବର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ବପୂର୍ଣ୍ଣ ଅଟେ। ଯେତବେେଳେ ଅନ୍ୟମାନେ ଯାଜକ ହାଇେଥିଲେ, ସେତବେେଳେ କୌଣସି ଶପଥ ହାଇେ ନ ଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଅଧିକରୁ ଆମ ପାଇଁ ଈଶ୍ୱରଙ୍କ ଶପଥ ମଧ୍ୟ ରହିଛି। ଅନ୍ୟମାନେ ଯାଜକ ପଦରେ ନିଯୁକ୍ତ ହେଲାବେଳେ ଏପରି କୌଣସି ଶପଥ ପ୍ରଦତ୍ତ ହୋଇ ନା ଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ଯୀଶୁ ଖ୍ରୀଷ୍ଟଙ୍କୁ ମହାଯାଜକ କଲାବେଳେ, ପରମେଶ୍ୱର ଯେଉଁ ଶପଥ କରିଥିଲେ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେତେବେଳେ ଅନ୍ୟମାନେ ଯାଜକ ହୋଇଥିଲେ, ସେତେବେଳେ କୌଣସି ଶପଥ ହୋଇ ନ ଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ,
Odia IRV 2017 (ଓଡିଆ ବାଇବେଲ)
ଆଉ ଏହା ଯେପ୍ରକାରେ ବିନା ଶପଥରେ ହେଲା ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಖರೆ ದೆವಾನ್ ದುಸ್ರ್ಯಾ ಲೊಕಾಕ್ನಿ ಯಾಜಕ್ ಮನುನ್ ಎಚುನ್ ಕಾಡಲ್ಲ್ಯಾ ತನ್ನಾ ಗೊಸ್ಟ್ ದಿವ್ಕ್ ನಸಲ್ಯಾನ್.