Hebrews 7:23 — Compare Translations

7 translations compared side by side

Odia - 1840
"ଆହୁରି ମଧ୍ଯ ଯେତବେେଳେ ସହେି ଅନ୍ୟ ଯାଜକମାନେ ମରିଗଲେ, ସମାନେେ ଆଉ ଯାଜକ ହାଇେ ରହି ପାରିଲେ ନାହିଁ। ଏଥିପାଇଁ ସହେି ଯାଜକମାନଙ୍କ ଭିତରୁ ଅନକେ ସଠାେରେ ଥିଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ,
Odia BSI (ପବିତ୍ର ବାଇବଲ (CL) NT (BSI))
ଏହା ବ୍ୟତୀତ ଆଉ ଏକ ପାର୍ଥକ୍ୟ ମଧ୍ୟ ପରିଲକ୍ଷିତ ହୁଏ। ଅନ୍ୟ ଯାଜକମାନେ ମରଣଶୀଳ ହୋଇଥିବାର ସେମାନଙ୍କ ମତ୍ୟୁ ଅନ୍ତେ ଅନ୍ୟମାନେ ଯାଜକ ନିଯୁକ୍ତ ହୁଅନ୍ତି; ତେଣୁ ସେମାନେ ସଂଖ୍ୟାରେ ଅନେକ।
Odia Bible ERV 2004 (ପବିତ୍ର ବାଇବଲ)
ଆହୁରି ମଧ୍ୟ ଯେତେବେଳେ ସେହି ଅନ୍ୟ ଯାଜକମାନେ ମରିଗଲେ, ସେମାନେ ଆଉ ଯାଜକ ହୋଇ ରହି ପାରିଲେ ନାହିଁ। ଏଥିପାଇଁ ସେହି ଯାଜକମାନଙ୍କ ଭିତରୁ ଅନେକ ସେଠାରେ ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ,
Odia IRV 2017 (ଓଡିଆ ବାଇବେଲ)
ସେହି ଯାଜକମାନେ ତ ବହୁସଂଖ୍ୟାରେ ନିଯୁକ୍ତ ହୋଇଅଛନ୍ତି, କାରଣ ମୃତ୍ୟୁ ସେମାନଙ୍କୁ ଚିରସ୍ଥାୟୀ ହେବାକୁ ଦେଇ ନାହିଁ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಅನಿ ಹುರಲ್ಲ್ಯಾ ಯಾಜಕಾತ್ನಿ ಮರಾನ್ ಯೆಲ್ಲ್ಯಾಸಾಟ್ನಿ ಎಕ್ಲೊಚ್ ಯಾಜಕ್ ರ್‍ಹಾವ್ನ್ ಅಪ್ಲೆ ಕಾಮ್ ಪುರಾ ಚಾಲ್ವುನ್ ಘೆವ್ನ್ ಜಾವ್ಕ್ ಹೊವ್ಕ್ ನಾ, ಕಶ್ಯಾಕ್ ಮಟ್ಲ್ಯಾರ್, ಸದಾಸರ್ವತಾಕ್ ಝಿತ್ತೊ ರಾತಲೊ ಅಪ್ಲೆ ಯಾಜಕಾಚೆ ಕಾಮ್ ಕನ್ನಾಬಿ ಇಸ್ರಿನಾ.