Hebrews 7:28 — Compare Translations

7 translations compared side by side

Odia - 1840
"ବ୍ଯବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ଯକୁ ମହାୟାଜକ ପଦ ରେ ନିୟୁକ୍ତ କଲେ। ପରମେଶ୍ବର ଯେଉଁ ଶପଥ ବ୍ଯବସ୍ଥା ପରେ କରିଥିଲେ, ତଦ୍ଦ୍ବାରା ପରମେଶ୍ବରଙ୍କ ପୁତ୍ର ଅନନ୍ତକାଳ ପର୍ୟ୍ଯନ୍ତ ମହାୟାଜକ ପଦ ରେ ନିୟୁକ୍ତି ପାଇଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନ; କାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ପୁତ୍ରଙ୍କୁ ନିଯୁକ୍ତ କରେ ।
Odia BSI (ପବିତ୍ର ବାଇବଲ (CL) NT (BSI))
ମୋଶାଙ୍କ ବ୍ୟବସ୍ଥାରେ ନିଯୁକ୍ତ ମହାଯାଜକମାନଙ୍କର ଦୋଷ ଦୁର୍ବଳତା ଥାଏ; କିନ୍ତୁ ବ୍ୟବସ୍ଥା ସଂସ୍ଥାପନର ପରବର୍ତ୍ତୀ ସମୟରେ ଈଶ୍ୱର ନିଜର ପ୍ରତିଜ୍ଞା ଓ ଶପଥ ଅନୁଯାୟୀ ତାଙ୍କର ଯେଉଁ ପୁତ୍ରଙ୍କୁ ମହାଯାଜକ ରୂପେ ନୁଯୁକ୍ତ କଲେ, ସେ ଚିରକାଳ ପାଇଁ ସିଦ୍ଧ ହୋଇଛନ୍ତି।
Odia Bible ERV 2004 (ପବିତ୍ର ବାଇବଲ)
ବ୍ୟବସ୍ଥା ଦୁର୍ବଳତା ବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ। ପରମେଶ୍ୱର ଯେଉଁ ଶପଥ ବ୍ୟବସ୍ଥା ପରେ କରିଥିଲେ, ତଦ୍ଦ୍ୱାରା ପରମେଶ୍ୱରଙ୍କ ପୁତ୍ର ଅନନ୍ତକାଳ ପର୍ଯ୍ୟନ୍ତ ମହାଯାଜକ ପଦରେ ନିଯୁକ୍ତି ପାଇଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ଈଶ୍ବରଙ୍କ ପୁତ୍ରଙ୍କୁ ନିଯୁକ୍ତ କରେ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ମୋଶାଙ୍କ ବ୍ୟବସ୍ଥା ଦୁର୍ବଳତାବିଶିଷ୍ଟ ମନୁଷ୍ୟକୁ ମହାଯାଜକ ପଦରେ ନିଯୁକ୍ତ କରେ, କିନ୍ତୁ ଯେଉଁ ଶପଥବାକ୍ୟ ମୋଶାଙ୍କ ବ୍ୟବସ୍ଥା ପରେ ହୋଇଥିଲା, ତାହା ଅନନ୍ତକାଳ ପର୍ଯ୍ୟନ୍ତ ସିଦ୍ଧିପ୍ରାପ୍ତ ପୁତ୍ରଙ୍କୁ ନିଯୁକ୍ତ କରେ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಮೊಯ್ಜೆಚೆ ಖಾಯ್ದೆಚ್ ಮಾನ್ಸಾಂಚೊ ಮುಖ್ಯ್ ಯಾಜಕ್ ಹುಡಕ್ತಾ, ಹುಡ್ಕುನ್ ಕಾಡಲ್ಲ್ಯಾ ಹ್ಯಾ ಲೊಕಾತ್ನಿ ಮಾನ್ಸಾಂಚೆ ಬುರ್ಶೆ ಪಾನ್ ಹೊತ್ತಿ ಲೊಕಾಚ್ ಹಾತ್ ಖರೆ ದೆವಾನ್ ಖಾಯ್ದ್ಯಾಂಚ್ಯಾ ಮಾನಾ ದಿಲ್ಲಿ ಗೊಸ್ಟ್ ದೆವಾಚ್ಯಾ ಪೊರಾಕ್ ಮೊಟೊ ಯಾಜಕ್ ಕರ್‍ತಾ ತೊ ದೆವಾಚೊ ಪೊರ್ ಕನ್ನಾಬಿ ಸಗ್ಳೊ ಸಂಪುರ್ನ್ ಹೊವ್ನ್ ಹಾಯ್.