Hebrews 9:13 — Compare Translations
7 translations compared side by side
Odia - 1840
"ଯେଉଁ ଲୋକମାନେ ଉପାସନାସ୍ଥଳ ରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହଁନ୍ତି ସମାନଙ୍କେ ଉପରେ ଛଳେି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଇଥିଲା। ସହେି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁମାନେ କ୍ରିୟା କର୍ମ ପାଳନ ନ କରିବା ଦ୍ୱାରା ଅଶୁଚି, ସେମାନଙ୍କ ଉପରେ ଛାଗ କିମ୍ବା ବୃଷର ରକ୍ତ ଓ ଗୋ-ଭସ୍ମ ସେଚିତ ହେଲେ, ସେମାନଙ୍କର ଅଶୁଚିତା ଦୂର ହୋଇଥାଏ।
Odia Bible ERV 2004 (ପବିତ୍ର ବାଇବଲ)
ଯେଉଁ ଲୋକମାନେ ଉପାସନାସ୍ଥଳରେ ପ୍ରବେଶ କରିବା ନିମନ୍ତେ ଆଉ ପବିତ୍ର ନୁହନ୍ତି ସେମାନଙ୍କ ଉପରେ ଛେଳି, ବଳଦର ରକ୍ତ ଓ ଗାଈର ପାଉଁଶ ଛିଞ୍ଚା ଯାଉଥିଲା। ସେହି ରକ୍ତ ଓ ପାଉଁଶ ସେ ଲୋକମାନଙ୍କ ଶରୀରକୁ ପୁନର୍ବାର ପବିତ୍ର କରୁଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
Odia IRV 2017 (ଓଡିଆ ବାଇବେଲ)
କାରଣ ଯଦି ଛାଗ ଓ ବୃଷମାନଙ୍କ ରକ୍ତ ପୁଣି, ଅଶୁଚିମାନଙ୍କ ଉପରେ ସେଚିତ ଗାଭୀଭସ୍ମ ଶରୀରକୁ ପବିତ୍ର କରେ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪಾಲ್ವ್ಯಾಂಚೆ ಅನಿ ಪಾಡ್ಕ್ಯಾಂಚೆ ರಗಾತ್, ಪಾಡಿಯಾಕ್ನಿ ಜಾಳ್ವುನ್ ಕರಲ್ಲಿ ರಕ್ಕಾ ತ್ಯಾ ಆರಾಧನಾಚ್ಯಾ ಜಾಗ್ಯಾರ್ ಗುಸಿ ಸಾರ್ಕೆ ಯೆವ್ಡೆ ಚೊಕ್ಕ್ ಪರಿಶುದ್ದ್ ನತ್ತ್ಯಾ ಲೊಕಾಂಚ್ಯಾ ಆಂಗಾರ್ ಸಿಪ್ಡಿತ್, ತೆ ರಗಾತ್ ಅನಿ ರಕ್ಕಾ ಮಾನ್ಸಾಂಚೆ ಆಂಗ್ ಎಕುಚ್ ಶುದ್ದ್ ಕರಿತ್ ತೆಂಚೊ ಮನ್ ಪವಿತ್ರ್ ಕರಿ ನಸಿತ್.