Hebrews 9:18 — Compare Translations
7 translations compared side by side
Odia - 1840
"ପରମେଶ୍ବର ଓ ଲୋକଙ୍କ ମଧିଅରେ ହାଇେଥିବା ପ୍ରଥମ ନିୟମ ଠିକ୍ ସହେିଭଳି। ପ୍ରଥମ ନିୟମ ମଧ୍ଯ ରକ୍ତଦ୍ବାରା କାର୍ୟ୍ଯକାରୀ ହାଇେଥିଲା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନାରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା ।
Odia BSI (ପବିତ୍ର ବାଇବଲ (CL) NT (BSI))
ସେଥିପାଇଁ ପ୍ରଥମ ନିୟମ ମଧ୍ୟ ରକ୍ତପାତ ଦ୍ୱାରା କାର୍ଯ୍ୟକାରୀ ହୋଇଥିଲା।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ଓ ଲୋକଙ୍କ ମଧ୍ୟରେ ହୋଇଥିବା ପ୍ରଥମ ନିୟମ ଠିକ୍ ସେହିଭଳି। ପ୍ରଥମ ନିୟମ ମଧ୍ୟ ରକ୍ତଦ୍ୱାରା କାର୍ଯ୍ୟକାରୀ ହୋଇଥିଲା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏଥିନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା।
Odia IRV 2017 (ଓଡିଆ ବାଇବେଲ)
ଏଥି ନିମନ୍ତେ ପ୍ରଥମ ନିୟମ ମଧ୍ୟ ବିନା ରକ୍ତରେ ପ୍ରତିଷ୍ଠିତ ହୋଇ ନ ଥିଲା ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ದೆವಾನ್ ಅಪ್ಲ್ಯಾ ಲೊಕಾಂಚ್ಯಾ ವಾಂಗ್ಡಾ ಕರುನ್ ಘೆಟಲ್ಲೆ ಪೈಲೆಚೆ ಕರಾರ್ ಹೆಕಾ ಸಮಾ ಹಾಯ್, ಪೈಲೆಚೆ ಕರಾರಾ ಉಪೆಗಾಕ್ ಯೆವ್ಕ್ ರಗಾತ್ ಒಪ್ಸುನ್ ಹೊವ್ಚೆ ಹೊತ್ತೆ.