Isaiah 10:9 — Compare Translations
5 translations compared side by side
Odia - 1840
"କଲ୍ନୋ ନଗର ତକମିଶର ତୁଲ୍ଯ ଅଟେ। ପୁଣି ଅର୍ପିଦ ନଗର ହମାତ୍ ତୁଲ୍ଯ ଅଟେ। ଶମରିଯା ନଗର ଦମ୍ମେଶକ ପରି ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କଲ୍ନୋ କି କର୍କମୀଶ୍ର ତୁଲ୍ୟ ନୁହେଁ? ହମାତ୍ କି ଅର୍ପଦର ତୁଲ୍ୟ ନୁହେଁ? ଶମରୀୟା କି ଦାମାସ୍କସ୍ ତୁଲ୍ୟ ନୁହେଁ?
Odia Bible ERV 2004 (ପବିତ୍ର ବାଇବଲ)
କଲ୍ନୋ ନଗର କର୍କମୀଶର ତୁଲ୍ୟ ଅଟେ। ପୁଣି ଅର୍ପଦ ନଗର ହମାତ୍ ତୁଲ୍ୟ ଅଟେ। ଶମରିୟା ନଗର ଦମ୍ମେଶକ ପରି ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କଲ୍ନୋ ସହର କି କର୍କମୀଶ୍ ସହର ତୁଲ୍ୟ ନୁହେଁ? ହମାତ୍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ? ଶମରୀୟା କି ଦମ୍ମେଶକ ତୁଲ୍ୟ ନୁହେଁ?
Odia IRV 2017 (ଓଡିଆ ବାଇବେଲ)
କଲ୍ନୋ ସହର କି କର୍କମୀଶ୍ ସହର ତୁଲ୍ୟ ନୁହେଁ? ହମାତ୍ ସହର କି ଅର୍ପଦ ସହର ତୁଲ୍ୟ ନୁହେଁ? ଶମରୀୟା କି ଦମ୍ମେଶକ ତୁଲ୍ୟ ନୁହେଁ?