Isaiah 11:5 — Compare Translations
4 translations compared side by side
Odia - 1840
"ପୁଣି ଯେତବେେଳେ ଦୁଷ୍ଟାଚାରୀମାନଙ୍କୁ ସଂହାର କରିବାକୁ ଆଦେଶ ଦବେେ, ସେତବେେଳେ ସମାନେେ ନିହତ ହବେେ। ଧର୍ମ ଓ ନ୍ଯାଯ ସେ ପିଲାକୁ ଶକ୍ତି ଦବେ। ସଗେୁଡ଼ିକ ତା'ର ଅଣ୍ଟାର ବଳଯ ସଦୃଶ ହବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ଵସ୍ତତା ତାହାଙ୍କ କକ୍ଷର ପଟୁକା ହେବ ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।
Odia IRV 2017 (ଓଡିଆ ବାଇବେଲ)
ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।