Isaiah 14:17 — Compare Translations

5 translations compared side by side

Odia - 1840
"ଏ କ'ଣ ସହେି ଲୋକ ଯେ କି ନଗରଗୁଡ଼ିକୁ ଧ୍ବଂସ କରିଥିଲେ ଓ ସଗେୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ। ପୁଣି ୟୁଦ୍ଧ ରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?
Odia Bible ERV 2004 (ପବିତ୍ର ବାଇବଲ)
ଏ କ’ଣ ସେହି ଲୋକ ଯେ କି ନଗରଗୁଡ଼ିକୁ ଧ୍ୱଂସ କରିଥିଲେ ଓ ସେଗୁଡ଼ିକୁ ମରୁଭୂମିରେ ପରିଣତ କରିଥିଲେ, ପୁଣି ଯୁଦ୍ଧରେ ବନ୍ଦୀମାନଙ୍କୁ ନିଜ ଗୃହକୁ ଛାଡ଼ି ନ ଥିଲେ?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?’
Odia IRV 2017 (ଓଡିଆ ବାଇବେଲ)
ଯେ ଜଗତକୁ ଅରଣ୍ୟ ତୁଲ୍ୟ କଲା ଓ ତହିଁର ନଗରସମୂହକୁ ଉତ୍ପାଟନ କଲା; ଯେ ଆପଣା ବନ୍ଦୀଗଣକୁ ସେମାନଙ୍କ ଗୃହକୁ ଯିବାକୁ ଛାଡ଼ିଲା ନାହିଁ, ସେ କି ଏହି ପୁରୁଷ?