Isaiah 14:8 — Compare Translations
5 translations compared side by side
Odia - 1840
"ଏପରିକି ଲିବା ନୋନର ଦବଦୋରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସହେି ଗଛଗୁଡ଼ିକ ମଧ୍ଯ କହିବେ, ରାଜା ଆମ୍ଭକୁ ଛଦନେ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷ ରେ ଛିଡ଼ା ହବେେ ନାହିଁ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଏପରିକି ଲିବାନୋନ୍ର ଦେବଦାରୁ ଓ ଏରସବୃକ୍ଷସବୁ ଆନନ୍ଦ କରିବେ। ସେହି ଗଛଗୁଡ଼ିକ ମଧ୍ୟ କହିବେ, “ରାଜା ଆମ୍ଭକୁ ଛେଦନ କରୁଥିଲେ। କିନ୍ତୁ ତାଙ୍କର ପତନ ଘଟିଛି, ସେ ଆଉ ଆମ୍ଭ ବିପକ୍ଷରେ ଛିଡ଼ା ହେବେ ନାହିଁ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ‘ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।’
Odia IRV 2017 (ଓଡିଆ ବାଇବେଲ)
ହଁ, ଦେବଦାରୁ ଓ ଲିବାନୋନର ଏରସ ବୃକ୍ଷସକଳ ତୁମ୍ଭ ବିଷୟରେ ଆନନ୍ଦ କରି କହନ୍ତି, ତୁମ୍ଭେ ଭୂମିସାତ୍ ହେବାଠାରୁ କୌଣସି ଛେଦନକର୍ତ୍ତା ଆମ୍ଭମାନଙ୍କ ପ୍ରତିକୂଳରେ ଆସି ନାହିଁ।