Isaiah 21:11 — Compare Translations
5 translations compared side by side
Odia - 1840
"ଦୁମା ବିଷଯ ରେ ଶାେକବାର୍ତ୍ତା। ଜଣେ ସଯେୀରଠାରୁ ମାେତେ ଡ଼ାକି କହିଲେ, ହେ ପ୍ରହରି, ଆଉ ରାତ୍ରି କେତେ ରହିଲା?'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦୁମା ବିଷୟକ ଭାରୋକ୍ତି । ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?
Odia Bible ERV 2004 (ପବିତ୍ର ବାଇବଲ)
God’s Message About Dumah ଦୁମା ବିଷୟରେ ଶୋକବାର୍ତ୍ତା। ଜଣେ ସେୟୀରଠାରୁ ମୋତେ ଡାକି କହିଲେ, “ହେ ପ୍ରହରୀ, ଆଉ ରାତ୍ରି କେତେ ରହିଲା?”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?”
Odia IRV 2017 (ଓଡିଆ ବାଇବେଲ)
ଦୂମା ବିଷୟକ ଭାବବାଣୀ। ଜଣେ ସେୟୀରଠାରୁ ମୋତେ ଡାକି କହୁଅଛି, “ପ୍ରହରୀ, କେତେ ରାତ୍ର ହେଲା? ପ୍ରହରୀ, କେତେ ରାତ୍ର ହେଲା?”