Isaiah 21:15 — Compare Translations
5 translations compared side by side
Odia - 1840
"କାରଣ ସମାନେେ ଉନ୍ମକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଲେଶଦାୟକ ୟୁଦ୍ଧରୁ ରକ୍ଷା ପାଇବାକୁ ପଳାଯନ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ସେମାନେ ଖଡ଼୍ଗରୁ, ନିଷ୍କୋଷ ଖଡ଼୍ଗରୁ, ଗୁଣଦିଆ ଧନୁରୁ ଓ କ୍ଳେଶଜନକ ଯୁଦ୍ଧରୁ ପଳାଇଲେ ।
Odia Bible ERV 2004 (ପବିତ୍ର ବାଇବଲ)
କାରଣ ସେମାନେ ଉନ୍ମୁକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଳେଶଦାୟକ ଯୁଦ୍ଧରୁ ରକ୍ଷା ପାଇବାକୁ ପଳାୟନ କଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।
Odia IRV 2017 (ଓଡିଆ ବାଇବେଲ)
କାରଣ ସେମାନେ ଖଡ୍ଗରୁ, ନିଷ୍କୋଷ ଖଡ୍ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ।