Isaiah 22:20 — Compare Translations
5 translations compared side by side
Odia - 1840
"ଆଉ ସଦେିନ ଆମ୍ଭେ ଆପଣା ଦାସ ହିଲକିଯର ପୁତ୍ର ଇଲିଯାକିମଙ୍କୁ ଡ଼ାକିବା।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେଦିନ ଆମ୍ଭେ ଆପଣା ଦାସକୁ, ହିଲ୍କୀୟର ପୁତ୍ର ଇଲୀୟାକୀମ୍କୁ ଡାକିବା;
Odia Bible ERV 2004 (ପବିତ୍ର ବାଇବଲ)
ଆଉ ସେଦିନ ଆମ୍ଭେ ଆପଣା ଦାସ ହିଲ୍କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ଦିନ ଆମ୍ଭେ ଆପଣା ଦାସକୁ, ହିଲ୍କୀୟର ପୁତ୍ର ଇଲିୟାକୀମ୍କୁ ଡାକିବା;
Odia IRV 2017 (ଓଡିଆ ବାଇବେଲ)
ଆଉ, ସେହି ଦିନ ଆମ୍ଭେ ଆପଣା ଦାସକୁ, ହିଲ୍କୀୟର ପୁତ୍ର ଇଲିୟାକୀମ୍କୁ ଡାକିବା;