Isaiah 26:20 — Compare Translations
5 translations compared side by side
Odia - 1840
"ହେ ମାରେ ଲୋକମାନେ, ତୁମ୍ଭମାନେେ ଅନ୍ତରାଳଯ ରେ ପ୍ରବେଶ କରି ଦ୍ବାର ରୁଦ୍ଧ କର। ପରମେଶ୍ବରଙ୍କ କୋର୍ଧ ଶାନ୍ତ ହବୋ ପର୍ୟ୍ଯନ୍ତ ଅଳ୍ପସମୟ ନିଜକୁ ଲୁଚାଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ଵାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ ।
Odia Bible ERV 2004 (ପବିତ୍ର ବାଇବଲ)
ବିଗ୍ଭର: ପୁରସ୍କାର କିମ୍ବା ଦଣ୍ଡ ହେ ମୋର ଲୋକମାନେ, ତୁମ୍ଭେମାନେ ଅନ୍ତରାଳୟରେ ପ୍ରବେଶ କରି ଦ୍ୱାର ରୁଦ୍ଧ କର। ପରମେଶ୍ୱରଙ୍କ କ୍ରୋଧ ଶାନ୍ତ ହେବା ପର୍ଯ୍ୟନ୍ତ ଅଳ୍ପସମୟ ନିଜକୁ ଲୁଗ୍ଭଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପକ୍ଷଣ ଆପଣାକୁ ଲୁଚାଅ।
Odia IRV 2017 (ଓଡିଆ ବାଇବେଲ)
ହେ ମୋହର ଲୋକେ, ଆସ, ତୁମ୍ଭର ଅନ୍ତରାଳୟରେ ପ୍ରବେଶ କରି ତୁମ୍ଭ ଚାରିଆଡ଼େ ଦ୍ୱାର ରୁଦ୍ଧ କର; କ୍ରୋଧ ବହି ଯିବାଯାଏ ଅଳ୍ପ କ୍ଷଣ ଆପଣାକୁ ଲୁଚାଅ।