Isaiah 3:2 — Compare Translations

5 translations compared side by side

Odia - 1840
"ଆଉମଧ୍ଯ ପରମେଶ୍ବର ସମସ୍ତ ଯୋଦ୍ଧା ଓ ବୀର, ବିଚାରକର୍ତ୍ତା ଓ ଭବିଷ୍ଯଦ୍ ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂ ରଇେ ନବେେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ବୀର ଓ ଯୋଦ୍ଧା; ବିଚାରକର୍ତ୍ତା ଓ ଭବିଷ୍ୟଦ୍ବକ୍ତା ଓ ମନ୍ତ୍ରଜ୍ଞ ଓ ପ୍ରାଚୀନନ୍ତ
Odia Bible ERV 2004 (ପବିତ୍ର ବାଇବଲ)
ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟ‌ଦ୍‌ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;
Odia IRV 2017 (ଓଡିଆ ବାଇବେଲ)
ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;