Isaiah 33:24 — Compare Translations

5 translations compared side by side

Odia - 1840
"ମୁଁ ପୀଡ଼ିତ ହାଇେ ସଠାେକାର ନିବାସୀ କହିବ ନାହିଁ। ସଠାେକାର ନିବାସୀମାନଙ୍କର ପାପ କ୍ଷମା କରାୟିବ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀ-ଲୋକ କହିବ ନାହିଁ; ତନ୍ନିବାସୀ-ଲୋକମାନଙ୍କର ଅପରାଧ କ୍ଷମା କରାଯିବ ।
Odia Bible ERV 2004 (ପବିତ୍ର ବାଇବଲ)
“ମୁଁ ପୀଡ଼ିତ” ବୋଲି ସେଠାକାର ନିବାସୀ କହିବ ନାହିଁ। ସେଠାକାର ନିବାସୀମାନଙ୍କର ପାପ କ୍ଷମା କରାଯିବ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀ ଲୋକ କହିବ ନାହିଁ; ତନ୍ନିବାସୀଲୋକମାନଙ୍କର ଅପରାଧ କ୍ଷମା କରାଯିବ।
Odia IRV 2017 (ଓଡିଆ ବାଇବେଲ)
ପୁଣି, ମୁଁ ପୀଡ଼ିତ ଅଛି ବୋଲି ନିବାସୀଲୋକ କହିବ ନାହିଁ; ତନ୍ନିବାସୀଲୋକମାନଙ୍କର ଅପରାଧ କ୍ଷମା କରାଯିବ।