Isaiah 38:21 — Compare Translations
5 translations compared side by side
Odia - 1840
"ତା'ପ ରେ ଯିଶାଇୟ ହିଜକିଯଙ୍କୁ କହିଲେ, ତୁମ୍ଭେ ଡ଼ିମ୍ବିରିକୁ ଏକତ୍ର ଛଚେ ଏବଂ ତୁମ୍ଭର କ୍ଷତ ରେ ଲଗାଅ। ତାହା ହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।'"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯିଶାଇୟ କହିଥିଲେ, ସେମାନେ ଡିମିରି ଚକ୍ତି ନେଇ ସ୍ଫୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ ।
Odia Bible ERV 2004 (ପବିତ୍ର ବାଇବଲ)
ତା’ପରେ ଯିଶାଇୟ ହିଜକିୟଙ୍କୁ କହିଲେ, “ତୁମ୍ଭେ ଡିମ୍ବିରିକୁ ଏକତ୍ର ଛେଚ ଏବଂ ତୁମ୍ଭର କ୍ଷତରେ ଲଗାଅ। ତାହାହେଲେ ତୁମ୍ଭେ ଆରୋଗ୍ୟ ଲାଭ କରିବ।”
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯିଶାଇୟ କହିଥିଲେ, “ସେମାନେ ଡିମ୍ବିରି ଚକ୍ତି ନେଇ ସ୍ପୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ।”
Odia IRV 2017 (ଓଡିଆ ବାଇବେଲ)
ଯିଶାଇୟ କହିଥିଲେ, “ସେମାନେ ଡିମ୍ବିରି ଚକ୍ତି ନେଇ ସ୍ପୋଟକ ଉପରେ ଦେଉନ୍ତୁ, ତହିଁରେ ସେ ସୁସ୍ଥ ହେବ।”