Isaiah 40:30 — Compare Translations

5 translations compared side by side

Odia - 1840
"ତରୁଣମାନେ କ୍ଲାନ୍ତ ଓ ଶ୍ରାନ୍ତ ହବେେ ଓ ୟୁବକମାନେ ଟଳି ପଡ଼ିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତରୁଣମାନେ ହେଁ କ୍ଳା; ଓ ଶ୍ରା; ହେବେ, ପୁଣି ଯୁବକମାନେ ନିତା; ପଡ଼ିଯିବେ;
Odia Bible ERV 2004 (ପବିତ୍ର ବାଇବଲ)
ତରୁଣମାନେ କ୍ଳାନ୍ତ ଓ ଶ୍ରାନ୍ତ ହେବେ ଓ ଯୁବକମାନେ ଟଳି ପଡ଼ିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ;
Odia IRV 2017 (ଓଡିଆ ବାଇବେଲ)
ତରୁଣମାନେ ହେଁ କ୍ଳାନ୍ତ ଓ ଶ୍ରାନ୍ତ ହେବେ, ପୁଣି ଯୁବକମାନେ ନିତାନ୍ତ ପଡ଼ିଯିବେ;