Isaiah 42:22 — Compare Translations
5 translations compared side by side
Odia - 1840
"ଏହି ଲୋକମାନଙ୍କୁ ଦେଖ। ସମାନେେ ଅପହୃତ ଓ ଲୁଣ୍ଠିତ। ସମାନେେ ଗର୍ଭ ରେ ପାଶବଦ୍ଧ ଓ କାରାଗାର ରେ ଲୁଚା ୟାଇଛନ୍ତି। ସମାନଙ୍କେର ଧନ ଲୁଣ୍ଠିତ ହାଇେଛି। ସମାନଙ୍କେୁ ଉଦ୍ଧାର କରିବାକୁ କହେି ନାହାଁନ୍ତି। ସମାନଙ୍କେର ଲୁଣ୍ଠିତ ଦ୍ରବ୍ଯକୁ ଫରୋଇ ଦବୋ' ପାଇଁ କହିବାକୁ ମଧ୍ଯ କହେି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟ ସ୍ଵରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ ।
Odia Bible ERV 2004 (ପବିତ୍ର ବାଇବଲ)
ଏହି ଲୋକମାନଙ୍କୁ ଦେଖ। ସେମାନେ ଅପହୃତ ଓ ଲୁଣ୍ଠିତ। ସେମାନେ ଗର୍ଭରେ ପାଶବଦ୍ଧ ଓ କାରାଗାରରେ ଲୁଗ୍ଭ ଯାଇଛନ୍ତି। ସେମାନଙ୍କର ଧନ ଲୁଣ୍ଠିତ ହୋଇଛି। ସେମାନଙ୍କୁ ଉଦ୍ଧାର କରିବାକୁ କେହି ନାହାନ୍ତି। ସେମାନଙ୍କର ଲୁଣ୍ଠିତ ଦ୍ରବ୍ୟକୁ “ଫେରାଇ ଦେବା” ପାଇଁ କହିବାକୁ ମଧ୍ୟ କେହି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମାତ୍ର ଏହି ଲୋକମାନେ ଅପହୃତ ଓ ଲୁଟିତ; ସେସମସ୍ତେ ଗର୍ତ୍ତରେ ପାଶବଦ୍ଧ ଓ କାରାଗାରରେ ଲୁଚାଯାଇଅଛନ୍ତି; ସେମାନେ ହୃତଧନ ହେବା ପାଇଁ ଅଛନ୍ତି, ପୁଣି ଉଦ୍ଧାରକର୍ତ୍ତା କେହି ନାହିଁ; ସେମାନେ ଲୁଟିତ ସ୍ୱରୂପ ହେବା ପାଇଁ ଅଛନ୍ତି ଓ ଫେରାଇ ଦିଅ ବୋଲି କହିବା ପାଇଁ କେହି ନାହିଁ।
Odia IRV 2017 (ଓଡିଆ ବାଇବେଲ)