Isaiah 8:15 — Compare Translations
5 translations compared side by side
Odia - 1840
"ଅନକେ ଲୋକ ଏହି ପଥରଦ୍ବାରା ପତିତ ହବେେ। ସମାନେେ ପତିତ ହାଇେ ଭଗ୍ନ ହବେେ ଏବଂ ଫାଶ ରେ ପଡ଼ି ବାନ୍ଧି ହାଇଯେିବେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ଅନେକ ଲୋକ ତଦ୍ଦ୍ଵାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ ।
Odia Bible ERV 2004 (ପବିତ୍ର ବାଇବଲ)
ଅନେକ ଲୋକ ଏହି ପଥରଦ୍ୱାରା ପତିତ ହେବେ। ସେମାନେ ପତିତ ହୋଇ ଭଗ୍ନ ହେବେ ଏବଂ ଫାଶରେ ପଡ଼ି ବାନ୍ଧି ହୋଇଯିବେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।”
Odia IRV 2017 (ଓଡିଆ ବାଇବେଲ)
ଆଉ, ଅନେକ ଲୋକ ତଦ୍ଦ୍ୱାରା ବିଘ୍ନ ପାଇ ପତିତ ଓ ଭଗ୍ନ ହେବେ ଓ ଫାନ୍ଦରେ ପଡ଼ି ଧରାଯିବେ।