James 1:13 — Compare Translations

7 translations compared side by side

Odia - 1840
"ଯେତବେେଳେ ଜଣେ ବ୍ଯକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ ନୁହେଁ ଯେ, ପରମେଶ୍ବର ମାେତେ ପରୀକ୍ଷା କରୁଛନ୍ତି। କାରଣ ମନ୍ଦତା ପରମେଶ୍ବରଙ୍କୁ ପରୀକ୍ଷା କରିପା ରେ ନାହିଁ। ଏବଂ ପରମେଶ୍ବର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ଵରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ଵର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ ।
Odia BSI (ପବିତ୍ର ବାଇବଲ (CL) NT (BSI))
କେହି ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହେବା ବେଳେ ତାହା ଈଶ୍ୱରଙ୍କଠାରୁ ଆଗତ ବୋଲି ନ ଭାବୁ। ଈଶ୍ୱର ଅସତ୍ ବିଷୟ ଦ୍ୱାରା ପ୍ରଲୁସ୍ଧ ହୁଅନ୍ତି ନାହିଁ, କିଅବା ସେ କାହାକୁ ପ୍ରଲୋଭନରେ ପତିତ ହୁଏ।
Odia Bible ERV 2004 (ପବିତ୍ର ବାଇବଲ)
ଯେତେବେଳେ ଜଣେ ବ୍ୟକ୍ତି ପରୀକ୍ଷିତ ହୁଏ, ସେ କହିବା ଉଚିତ୍ ନୁହେଁ ଯେ, “ପରମେଶ୍ୱର ମୋତେ ପରୀକ୍ଷା କରୁଛନ୍ତି।” କାରଣ ମନ୍ଦତା ପରମେଶ୍ୱରଙ୍କୁ ପରୀକ୍ଷା କରିପାରେ ନାହିଁ। ଏବଂ ପରମେଶ୍ୱର ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ବରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ବର ମନ୍ଦରେ ପରୀକ୍ଷିତ ହୋଇପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ।
Odia IRV 2017 (ଓଡିଆ ବାଇବେଲ)
କେହି ପରୀକ୍ଷିତ ହେଲେ, ମୋହର ଏହି ପରୀକ୍ଷା ଈଶ୍ୱରଙ୍କ ଆଡ଼ୁ ହେଉଅଛି ବୋଲି ନ କହୁ, କାରଣ ଈଶ୍ୱର ମନ୍ଦରେ ପରୀକ୍ଷିତ ହୋଇ ପାରନ୍ତି ନାହିଁ, ଆଉ ସେ ନିଜେ କାହାକୁ ପରୀକ୍ଷା କରନ୍ତି ନାହିଁ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಪರಿಕ್ಷಾತ್ ಪಡಲ್ಲ್ಯಾ ತನ್ನಾ ಕೊನ್ ಬಿ ದೆವಾನ್ ಮಾಜಿ ಪರಿಕ್ಷಾ ಕರ್ಲ್ಯಾನ್ ಮನುನ್ ಸಾಂಗುಕ್ ಹೊಯ್ನಾ, ಕಶ್ಯಾಕ್ ಮಟ್ಲ್ಯಾರ್, ದೆವ್ ವಾಯ್ಟಾ ವೈನಾ ಪರಿಕ್ಷಾ ಕರಿನಾ, ತೊ ಅಪ್ನಾಚ್ಯಾ ಅಪ್ನಿಚ್ ಕೊನಾಚಿಬಿ ಪರಿಕ್ಷಾ ಕರಿನಾ.