James 1:23 — Compare Translations
7 translations compared side by side
Odia - 1840
"ଯଦି ଜଣେ ପରମେଶ୍ବରଙ୍କ ଶିକ୍ଷାକୁ କବଳେ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣ ରେ ନିଜ ମୁହଁ ଦେଖିଲା ଭଳି ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ଵାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟ କେବଳ ଶୁଣେ, ଅଥଚ କାର୍ଯ୍ୟରେ ପରିଣତ କରେ ନାହଁ, ସେ ଦର୍ପଣରେ ନିଜ ରୂପ ଦେଖିବା ଲୋକ ପରି।
Odia Bible ERV 2004 (ପବିତ୍ର ବାଇବଲ)
ଯଦି ଜଣେ ପରମେଶ୍ୱରଙ୍କ ଶିକ୍ଷାକୁ କେବଳ ଶୁଣେ ଓ କିଛି କରେ ନାହିଁ, ସେ ଲୋକ ଦର୍ପଣରେ ନିଜ ମୁହଁ ଦେଖିଲା ଭଳି ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
Odia IRV 2017 (ଓଡିଆ ବାଇବେଲ)
କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତାମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟର ତୁଲ୍ୟ,
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್, ದೆವಾಚಿ ಗೊಸ್ಟಿಯಾ ಆಯ್ಕುನ್ಬಿ ತೆಚ್ಯಾ ಸಾರ್ಕೆ ಚಲಿನಸಲ್ಲಿ ಲೊಕಾ ಅಪ್ನಾಕುಚ್ ಕಸೊ ಹಾಯ್ ತಸೊ ಆರ್ಶ್ಯಾತ್ ಬಗುನ್ ಘೆಟಲ್ಲ್ಯಾ ಸಾರ್ಕೊ ರ್ಹಾತಾ.