James 2:11 — Compare Translations

7 translations compared side by side

Odia - 1840
"ପରମେଶ୍ବର କହିଛନ୍ତି, ବ୍ଯଭିଚାରର ପାପ କର ନାହିଁ।330 ସହେି ପରମେଶ୍ବର ପୁନଃ କହିଛନ୍ତି, ହତ୍ଯା ହତ୍ଯା କର ନାହିଁ।331 ଅତଏବ, ତୁମ୍ଭେ ଯଦି ବ୍ଯଭିଚାର ପାପ କରି ନାହଁ କିନ୍ତୁ ଜଣକୁ ହତ୍ଯା କରିଛ, ତା ହେଲେ ପରମେଶ୍ବରଙ୍କ ବ୍ଯବସ୍ଥା ଭାଙ୍ଗିବା ଦୋଷ ରେ ଦୋଷୀ ହେଲ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ ।
Odia BSI (ପବିତ୍ର ବାଇବଲ (CL) NT (BSI))
କାରଣ ଯେ ଆଜ୍ଞା କରିଛନ୍ତି, “ବ୍ୟଭିଚାର କର ନାହିଁ”, ସେହି ଈଶ୍ୱର ଆଉ ଗୋଟିଏ ଆଜ୍ଞା ପ୍ରଦାନ କରିଛନ୍ତି; “ନରହତ୍ୟା କର ନାହିଁ।” ଅତଏବ, ତୁମେ ବ୍ୟଭିଚାର ନ କଲେ ସୁଦ୍ଧା, ଯଦି ନରହତ୍ୟା କର, ତେବେ ତୁମେଜଣେ ଆଜ୍ଞାଲଘଂନକାରୀ।
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର କହିଛନ୍ତି, “ବ୍ୟଭିଗ୍ଭରର ପାପ କର ନାହିଁ।” ସେହି ପରମେଶ୍ୱର ପୁନଃ କହିଛନ୍ତି, “ହତ୍ୟା କର ନାହିଁ।’’ ଅତଏବ, ତୁମ୍ଭେ ଯଦି ବ୍ୟଭିଗ୍ଭର ପାପ କରି ନାହଁ କିନ୍ତୁ ଜଣକୁ ହତ୍ୟା କରିଛ, ତା’ହେଲେ ପରମେଶ୍ୱରଙ୍କ ବ୍ୟବସ୍ଥା ଭାଙ୍ଗିବା ଦୋଷରେ ଦୋଷୀ ହେଲ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ନରହତ୍ୟା କର ନାହିଁ ବୋଲି ମଧ୍ୟ କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ।
Odia IRV 2017 (ଓଡିଆ ବାଇବେଲ)
ଯେଣୁ ଯେ ବ୍ୟଭିଚାର କର ନାହିଁ ବୋଲି କହିଥିଲେ, ସେ ମଧ୍ୟ ନରହତ୍ୟା କର ନାହିଁ ବୋଲି କହିଥିଲେ, ଏଣୁ ତୁମ୍ଭେ ଯଦି ବ୍ୟଭିଚାର ନ କରି ନରହତ୍ୟା କର, ତେବେ ମୋଶାଙ୍କ ବ୍ୟବସ୍ଥା ଲଙ୍ଘନକାରୀ ହୋଇଅଛ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ವೆಬಿಚಾರ್ ಕರುನಕಾಸಿ ಮನುನ್‍ ಸಾಂಗಲ್ಯಾನುಚ್, ತುಮಿ ಕೊನಾಕ್‍ಬಿ ಜಿವಾನಿ ಮಾರುಚೆ ನ್ಹಯ್ ಮನುನ್ ಸಾಂಗಲ್ಲೆ ಹಾಯ್‍. ಅಸೆ ರ್‍ಹಾತಾನಾ ತುಮಿ ವೆಭಿಚಾರ್ ಕರುಕ್ನ್ಯಾಶಿ, ಖರೆ ಜಿವಾನಿ ಮಾರಲ್ಲೆ ಹೊಲ್ಲ್ಯಾಕ್ ತುಮಿ ಖಾಯ್ದ್ಯಾಚ್ಯಾ ವಿರೊದ್ ಹೊವ್ನ್ ಚುಕಿದಾರ್ ಹೊಲ್ಯಾಸಿ.