James 2:12 — Compare Translations
7 translations compared side by side
Odia - 1840
"ଲୋକମାନଙ୍କୁ ସ୍ବାଧୀନ କରୁଥିବା ବ୍ଯବସ୍ଥା ଦ୍ବାରା ତୁମ୍ଭର ବିଚାର ହବେ। ପ୍ରେତ୍ୟକକ କଥା କହିଲା ବେଳେ ଓ ପ୍ରେତ୍ୟକକ କାମ କଲା ବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସ୍ଵାଧୀନତାର ବ୍ୟବସ୍ଥା ଦ୍ଵାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହିପ୍ରକାର କଥା କୁହ ଓ କାର୍ଯ୍ୟ କର ।
Odia BSI (ପବିତ୍ର ବାଇବଲ (CL) NT (BSI))
ଯେଉଁ ମୁକ୍ତି ସାଧନକାରୀ ବିଧାନ ଦ୍ୱାରା ତୁମେ ବିଚାରିତ ହେବ, ତାହା ତୁମ କଥାବାର୍ତ୍ତା ଓ କମାର୍ଯ୍ୟମଳାପରେ ପ୍ରକାଶ କର।
Odia Bible ERV 2004 (ପବିତ୍ର ବାଇବଲ)
ଲୋକମାନଙ୍କୁ ସ୍ୱାଧୀନ କରୁଥିବା ବ୍ୟବସ୍ଥା ଦ୍ୱାରା ତୁମ୍ଭର ବିଗ୍ଭର ହେବ। ପ୍ରତ୍ୟେକ କଥା କହିଲା ବେଳେ ଓ ପ୍ରତ୍ୟେକ କାମ କଲାବେଳେ, ତୁମ୍ଭେ ଏହି କଥା ମନେ ରଖିବା ଉଚିତ୍।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସ୍ୱାଧୀନତାର ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର।
Odia IRV 2017 (ଓଡିଆ ବାଇବେଲ)
ସ୍ୱାଧୀନତାର ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ଯେ ତୁମ୍ଭେମାନେ ବିଚାରିତ ହେବ, ଏହା ଜାଣି ସେହି ପ୍ରକାର କଥା କୁହ ଓ କାର୍ଯ୍ୟ କର ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ತಸೆಹೊವ್ನ್ ತುಮಿ ಸುಟ್ಕಾ ದಿತಲ್ಲ್ಯಾ ಖಾಯ್ದಾಂಚ್ಯಾ ಪರ್ಕಾರ್ ತಿರ್ಮಾನ್ ಜೊಡುನ್ ಘೆಟಲ್ಲ್ಯಾಂಚ್ಯಾ ಸಾರ್ಕೆ ಬೊಲುಚೆ ಅನಿ ಚಲುಚೆ