James 2:26 — Compare Translations
7 translations compared side by side
Odia - 1840
"ଆତ୍ମା ନ ଥିଲେ ଜଣେ ମନୁଷ୍ଯର ଶରୀରଟି ମୃତ ହାଇଯୋଏ। ସହେିପରି ବିଶ୍ବାସ ବିଷୟ ରେ ମଧ୍ଯ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ବାସ ମୃତ ଅଟେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ଵାସ ମଧ୍ୟ ମୃତ ।
Odia BSI (ପବିତ୍ର ବାଇବଲ (CL) NT (BSI))
ତେଣୁ, ଆତ୍ମା ବିନା ଶରୀର ଯେପରି ମୃତ,କର୍ମ ବିନା ବିଶ୍ୱାସ ସେହପରି ମୃତ।
Odia Bible ERV 2004 (ପବିତ୍ର ବାଇବଲ)
ଆତ୍ମା ନ ଥିଲେ ଜଣେ ମନୁଷ୍ୟର ଶରୀରଟି ମୃତ ହୋଇଯାଏ। ସେହିପରି ବିଶ୍ୱାସ ବିଷୟରେ ମଧ୍ୟ ଏହି କଥାଟି ସତ। କର୍ମ ନ ଥିଲେ ବିଶ୍ୱାସ ମୃତ ଅଟେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ।
Odia IRV 2017 (ଓଡିଆ ବାଇବେଲ)
କାରଣ ଆତ୍ମା ବିନା ଶରୀର ଯେପରି ମୃତ, ସେହିପରି କର୍ମ ବିନା ବିଶ୍ୱାସ ମଧ୍ୟ ମୃତ ।
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಕಶ್ಯಾಕ್ ಮಟ್ಲ್ಯಾರ್ ಕಸೆ ಆತ್ಮೊ ನಸ್ತಾನಾ ಆಂಗ್ ಮರಲ್ಲೆ ರ್ಹಾತಾ, ತಸೆಚ್ ಕಾಮಾ ನಸಲ್ಲೊ ವಿಶ್ವಾಸ್ಬಿ ಮರಲ್ಲೊ ಹೊವ್ನ್ ಹಾಯ್.