James 3:11 — Compare Translations
7 translations compared side by side
Odia - 1840
"ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ'ଣ ଝରି ଆସିପା ରେ? ନା!"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
Odia BSI (ପବିତ୍ର ବାଇବଲ (CL) NT (BSI))
ଗୋଟିଏ ଝରଣାରୁ ମଧୁର ଓ ତିକ୍ତ ଜଳ ଝରିପାରେ କି?
Odia Bible ERV 2004 (ପବିତ୍ର ବାଇବଲ)
ଗୋଟିଏ ସମାନ ଝରଣାରୁ ଉଭୟ ଭଲ ଓ ମନ୍ଦ ପାଣି କ’ଣ ଝରି ଆସିପାରେ? ନା!
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ନିର୍ଝର କଅଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
Odia IRV 2017 (ଓଡିଆ ବାଇବେଲ)
ନିର୍ଝର କ'ଣ ଏକ ବାଟ ଦେଇ ମିଠା ଓ ପିତା ଦୁଇ ପ୍ରକାର ଜଳ ବାହାର କରେ?
Odia NTS2024 2024 (ದೆವಾಚಿ ಖರಿ ಖಬರ್)
ಗೊಡ್ ಪಾನಿ ಅನಿ ಕೊಡು ಪಾನಿ ಎಕುಚ್ ಝರ್ಯಾತ್ನಾ ಯೆವ್ಕ್ ಹೊತಾ ಕಾಯ್? ನಾ.