James 4:13 — Compare Translations

7 translations compared side by side

Odia - 1840
"ତୁମ୍ଭ ଭିତ ରେ କହେି କହେି କୁହନ୍ତି, ଆମ୍ଭେ ଆଜି ବା କାଲି କୌଣସି ସହରକୁ ୟିବୁ। ଆମ୍ଭେ ସଠାେରେ ବର୍ଷେ ରହିବୁ ଓ ବ୍ଯବସାୟ କରି ଧନ ଅର୍ଜନ କରିବୁ। ଶୁଣ! ଏହି ବିଷୟ ରେ ଚିନ୍ତା କର:"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ଵା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
Odia BSI (ପବିତ୍ର ବାଇବଲ (CL) NT (BSI))
ତୁମ୍ଭମାନଙ୍କ ମଧ୍ୟରୁ କେହି କେହି ଅହଂକାର କରି କହିଥାଅ, “ଆମେ ଆଜି କି କାଲି ଅମୁକ ନିଗରକୁ ଯିବା, ସେଠାରେ ଏକ ବର୍ଷ ରହିବା ସ ବାଣିଜ୍ୟ ବ୍ୟବସାୟ କରି ପ୍ରଚୁର ଅର୍ଥ ଉପାଜର୍ଜ୍ଜନ କରିବା”,
Odia Bible ERV 2004 (ପବିତ୍ର ବାଇବଲ)
ପରମେଶ୍ୱର ତୁମ୍ଭ ଜୀବନର ଯୋଜନା କରନ୍ତୁ ତୁମ୍ଭ ଭିତରେ କେହି କେହି କୁହନ୍ତି, “ଆମ୍ଭେ ଆଜି ବା କାଲି କୌଣସି ସହରକୁ ଯିବୁ। ଆମ୍ଭେ ସେଠାରେ ବର୍ଷେ ରହିବୁ ଓ ବ୍ୟବସାୟ କରି ଧନ ଅର୍ଜନ କରିବୁ।” ଶୁଣ! ଏହି ବିଷୟରେ ଚିନ୍ତା କର:
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
Odia IRV 2017 (ଓଡିଆ ବାଇବେଲ)
ଏବେ ଦେଖ, ଯେଉଁମାନେ କହୁଅଛ, ଆଜି କିମ୍ବା କାଲି ଆମ୍ଭେମାନେ ଅମୁକ ସହରକୁ ଯିବୁ ଓ ସେଠାରେ ଏକ ବର୍ଷ ପର୍ଯ୍ୟନ୍ତ ରହି ବାଣିଜ୍ୟ ବ୍ୟବସାୟ କରି ଲାଭ କରିବୁ;
Odia NTS2024 2024 (ದೆವಾಚಿ ಖರಿ ಖಬರ್)
“ಆಜ್ ನಾತರ್ ಉದ್ದ್ಯಾ ಅಮಿ ಅಮಿಚ್ ಶಾರಾಕ್ ಜಾತಾವ್ ಅನಿ ಎಕ್ ವರಿಸ್ ಭರ್ ಥೈ ರ್‍ಹಾವ್ನ್ ಯಾಪಾರ್ ಕರುನ್ ಪೈಸೆ ಕಮ್ವುತಾವ್” ಮನುನ್ ಸಾಂಗ್ತ್ಯಾಶಿ, ಆಯ್ಕಾ!