Jeremiah 10:17 — Compare Translations
5 translations compared side by side
Odia - 1840
"ହେ ଅବରୁଦ୍ଧ ଯିହୁଦା ନିବାସୀ, ତୁମ୍ଭମାନେେ ନିଜ ନିଜ ଜିନିଷ ସଂଗ୍ରହ କରି ଦେଶତ୍ଯାଗ କରିବାକୁ ପ୍ରସ୍ତୁତ ହୁଅ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର ।
Odia Bible ERV 2004 (ପବିତ୍ର ବାଇବଲ)
ବିନାଶକାଳ ଆସୁଛି ହେ ଅବରୁଦ୍ଧ ଯିହୁଦା ନିବାସୀ, ତୁମ୍ଭେମାନେ ନିଜ ନିଜ ଜିନିଷ ସଂଗ୍ରହ କରି ଦେଶତ୍ୟାଗ କରିବାକୁ ପ୍ରସ୍ତୁତ ହୁଅ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।
Odia IRV 2017 (ଓଡିଆ ବାଇବେଲ)
ହେ ଅବରୁଦ୍ଧ ସ୍ଥାନ ନିବାସୀନ୍, ତୁମ୍ଭେ ଦେଶରୁ ଆପଣା ସାମଗ୍ରୀ ସଂଗ୍ରହ କର।