Jeremiah 10:4 — Compare Translations

5 translations compared side by side

Odia - 1840
"ସମାନେେ ସଗେୁଡ଼ିକୁ ସୁନା ଓ ରୂପା ରେ ସଜ୍ଜିତ କରନ୍ତି। ସମାନେେ ସଗେୁଡ଼ିକୁ ହାତୁଡ଼ି ଦ୍ବାରା କଣ୍ଟା ବାଡ଼ଇେ ଦୃଢ଼ କରନ୍ତି, ଯେପରି ସଗେୁଡ଼ିକ ଟଳମଳ ହବେେ ନାହିଁ କିଅବା ପଡ଼ିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସେମାନେ ରୂପା ଓ ସୁନାରେ ତାହା ମଣ୍ତନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ନୋହିବ, ଏଥିପାଇଁ ହାତୁଡ଼ି ଦ୍ଵାରା କଣ୍ଟା ମାରି ତାହା ଦୃଢ଼ କରନ୍ତି ।
Odia Bible ERV 2004 (ପବିତ୍ର ବାଇବଲ)
ସେମାନେ ସେଗୁଡ଼ିକୁ ସୁନା ଓ ରୂପାରେ ସଜ୍ଜିତ କରନ୍ତି। ସେମାନେ ସେଗୁଡ଼ିକୁ ହାତୁଡ଼ି ଦ୍ୱାରା କଣ୍ଟା ବାଡ଼େଇ ଦୃଢ଼ କରନ୍ତି, ଯେପରି ସେଗୁଡ଼ିକ ଟଳମଳ ହେବେ ନାହିଁ କିଅବା ପଡ଼ିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।
Odia IRV 2017 (ଓଡିଆ ବାଇବେଲ)
ସେମାନେ ରୂପା ଓ ସୁନାରେ ତାହା ମଣ୍ଡନ କରନ୍ତି; ପୁଣି, ତାହା ଯେପରି ଟଳ ଟଳ ହେବ ନାହିଁ, ଏଥିପାଇଁ ହାତୁଡ଼ି ଦ୍ୱାରା କଣ୍ଟା ମାରି ତାହା ଦୃଢ଼ କରନ୍ତି।