Jeremiah 2:10 — Compare Translations
5 translations compared side by side
Odia - 1840
"ସାଗର ପାର ହାଇେ କିର୍ତ୍ତୀଯମାନଙ୍କର ଦ୍ବୀପ ସମୂହକୁ ୟାଅ। ଆଉ କଦରକେୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବଚେନା କରି ଦେଖ, ସଠାେ ରେ କହେି ଏପରି କାର୍ୟ୍ଯ କବେେ କରିଅଛି କି?"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପାର ହୋଇ କିତ୍ତୀୟମାନଙ୍କର ଦ୍ଵୀପସମୂହକୁ ଯାଇ ଦେଖ, ଆଉ କେଦରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?
Odia Bible ERV 2004 (ପବିତ୍ର ବାଇବଲ)
ସାଗର ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପ ସମୂହକୁ ଯାଅ। ଆଉ କେଦରକୁ ଲୋକ ପଠାଅ ଓ ଉତ୍ତମ ରୂପେ ବିବେଚନା କରି ଦେଖ, ସେଠାରେ କେହି ଏପରି କାର୍ଯ୍ୟ କେବେ କରିଅଛି କି?
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?
Odia IRV 2017 (ଓଡିଆ ବାଇବେଲ)
ପାର ହୋଇ କିତ୍ତୀୟମାନଙ୍କର ଦ୍ୱୀପସମୂହକୁ ଯାଇ ଦେଖ, ଆଉ କେଦାରକୁ ଲୋକ ପଠାଅ ଓ ସୂକ୍ଷ୍ମ ରୂପେ ବିବେଚନା କର; ଆଉ ଦେଖ, ଏପରି କାର୍ଯ୍ୟ କି କେବେ ହୋଇଅଛି?