Jeremiah 20:8 — Compare Translations
5 translations compared side by side
Odia - 1840
"ପ୍ରେତ୍ୟକକ ଥର ମୁଁ କଥା କ ହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ଯ ଓ ବିନାଶର କଥା ଉଚ୍ଚସ୍ବର ରେ କ ହେ। ସଦାପ୍ରଭୁଙ୍କର ଏହି ବାକ୍ଯ ମାେ ପ୍ରତି ହାଇେଅଛି ବୋଲି କହିଲେ ମଧ୍ଯ ଲୋକେ ପ୍ରତିଥର ମାେତେ ଧିକ୍କାର ଓ ବିଦ୍ରୁପ କରିଛନ୍ତି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
କାରଣ ମୁଁ ଯେତେଥର କଥା କହେ, ସେତେଥର କ୍ରନ୍ଦନ କରେ; ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚ ସ୍ଵର କରେ; କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ଦିନଯାକ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି ।
Odia Bible ERV 2004 (ପବିତ୍ର ବାଇବଲ)
ପ୍ରତ୍ୟେକ ଥର ମୁଁ କଥା କହେ ଓ କ୍ରନ୍ଦନ କରେ। ଦୌରାତ୍ମ୍ୟ ଓ ବିନାଶର କଥା ଉଚ୍ଚସ୍ୱରରେ କହେ। ସଦାପ୍ରଭୁଙ୍କର ଏହି ବାକ୍ୟ ମୋ’ ପ୍ରତି ହୋଇଅଛି ବୋଲି କହିଲେ ମଧ୍ୟ ଲୋକେ ପ୍ରତିଥର ମୋତେ ଧିକ୍କାର ଓ ବିଦ୍ରୂପ କରିଛନ୍ତି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; “ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚସ୍ୱର କରେ;” କାରଣ ସଦାପ୍ରଭୁଙ୍କର ବାକ୍ୟ ମୋʼ ପ୍ରତି ସାରାଦିନ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।
Odia IRV 2017 (ଓଡିଆ ବାଇବେଲ)
କାରଣ ମୁଁ ଯେତେ ଥର କଥା କହେ, ସେତେଥର କ୍ରନ୍ଦନ କରେ; ମୁଁ ଦୌରାତ୍ମ୍ୟ ଓ ଧନାପହାର ବୋଲି ଉଚ୍ଚ ସ୍ୱର କରେ; କାରଣ ସଦାପ୍ରଭୁଙ୍କର ବାକ୍ୟ ମୋ’ ପ୍ରତି ସାରାଦିନ ଧିକ୍କାର ଓ ବିଦ୍ରୂପର ବିଷୟ ହୋଇଅଛି।