Jeremiah 30:19 — Compare Translations

5 translations compared side by side

Odia - 1840
"ସହେି ସ୍ଥାନମାନଙ୍କରୁ ଧନ୍ଯବାଦ ଓ ଆନନ୍ଦର ଧ୍ବନି ବାହାରିବ। ଆମ୍ଭେ ସମାନଙ୍କେୁ ଅସଂଖ୍ଯ କରିବା। ସମାନେେ ଅଳ୍ପ ସଂଖ୍ଯକ ହାଇେ ରହିବେ ନାହିଁ ଆଉ ଆମ୍ଭେ ସମାନଙ୍କେୁ ଗୌରବନ୍ବିତ କରିବା। କହେି ସମାନଙ୍କେୁ ଘୃଣା କରିବେ ନାହିଁ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେହି ସ୍ଥାନ ମଧ୍ୟରୁ ଧନ୍ୟବାଦ ଓ ଆନନ୍ଦକାରୀମାନଙ୍କର ଧ୍ଵନି ନିର୍ଗତ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବୃଦ୍ଧି କରିବା ଓ ସେମାନେ ଅଳ୍ପସଂଖ୍ୟକ ନୋହିବେ; ଆହୁରି, ଆମ୍ଭେ ସେମାନଙ୍କୁ ଗୌରବାନ୍ଵିତ କରିବା ଓ ସେମାନେ କ୍ଷୁଦ୍ର ନୋହିବେ ।
Odia Bible ERV 2004 (ପବିତ୍ର ବାଇବଲ)
ସେହି ସ୍ଥାନମାନଙ୍କରୁ ଧନ୍ୟବାଦ ଓ ଆନନ୍ଦର ଧ୍ୱନି ବାହାରିବ। ଆମ୍ଭେ ସେମାନଙ୍କୁ ଅସଂଖ୍ୟ କରିବା। ସେମାନେ ଅଳ୍ପ ସଂଖ୍ୟକ ହୋଇ ରହିବେ ନାହିଁ ଆଉ ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା। କେହି ସେମାନଙ୍କୁ ଘୃଣା କରିବେ ନାହିଁ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେହି ସ୍ଥାନ ମଧ୍ୟରୁ ଧନ୍ୟବାଦ ଓ ଆନନ୍ଦକାରୀମାନଙ୍କର ଧ୍ୱନି ନିର୍ଗତ ହେବ; ପୁଣି, ଆମ୍ଭେ ସେମାନଙ୍କୁ ବୃଦ୍ଧି କରିବା ଓ ସେମାନେ ଅଳ୍ପସଂଖ୍ୟକ ହେବେ ନାହିଁ; ଆହୁରି, ଆମ୍ଭେ ସେମାନଙ୍କୁ ଗୌରବାନ୍ୱିତ କରିବା ଓ ସେମାନେ କ୍ଷୁଦ୍ର ହେବେ ନାହିଁ।
Odia IRV 2017 (ଓଡିଆ ବାଇବେଲ)