Jeremiah 32:38 — Compare Translations

5 translations compared side by side

Odia - 1840
"ପୁଣି ଇଶ୍ରାୟେଲ ଓ ଯିହୁଦାର ଲୋକମାନେ ଆମ୍ଭର ହବେେ ଓ ଆମ୍ଭେ ସମାନଙ୍କେର ପରମେଶ୍ବର ହବୋ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା;
Odia Bible ERV 2004 (ପବିତ୍ର ବାଇବଲ)
ପୁଣି ଇସ୍ରାଏଲ ଓ ଯିହୁଦାର ଲୋକମାନେ ଆମ୍ଭର ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା;
Odia IRV 2017 (ଓଡିଆ ବାଇବେଲ)
ପୁଣି, ସେମାନେ ଆମ୍ଭର ଲୋକ ହେବେ ଓ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା;