Jeremiah 41:17 — Compare Translations

5 translations compared side by side

Odia - 1840
"ୟୋହାନନ୍ ଓ ଅନ୍ୟ ସନୋପତିଗଣ କଲଦୀଯମାନଙ୍କୁ ଭୟ କଲେ। କାରଣ ଇଶମାଯଲେ ବାବିଲ ରାଜାଙ୍କ ଦ୍ବାରା ନିୟୁକ୍ତ ଶାସନକର୍ତ୍ତା ଗଦଲିଯକୁ ହତ୍ଯା କରିଥିଲେ। ତେଣୁ ୟୋହାନନ୍ କଲଦୀଯମାନେ ରାଗିଥିବେ ବୋଲି ଭୟ କଲେ।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଆଉ, ସେମାନେ କଲ୍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ଵକିମହମରେ ବାସ କଲେ;
Odia Bible ERV 2004 (ପବିତ୍ର ବାଇବଲ)
ମିଶରକୁ ପଳାୟନ ଯୋହାନନ୍ ଓ ଅନ୍ୟ ସେନାପତିଗଣ କ‌‌ଲ୍‌‌ଦୀୟମାନଙ୍କୁ ଭୟ କଲେ। କାରଣ ଇ‌ଶ୍‌ମାୟେଲ ବାବିଲ ରାଜାଙ୍କ ଦ୍ୱାରା ନିଯୁକ୍ତ ଶାସନକର୍ତ୍ତା ଗଦଲିୟକୁ ହତ୍ୟା କରିଥିଲେ। ତେଣୁ ଯୋହାନନ୍ କ‌‌ଲ୍‌‌ଦୀୟମାନେ ରାଗିଥିବେ ବୋଲି ଭୟ କଲେ। ତେଣୁ ସେ ମିଶରକୁ ପଳାଇ ଯିବା ପୂର୍ବରୁ ବୈ‌ଥ୍‌ଲେହମ୍ ସହର ନିକଟସ୍ଥ ଗେରୁତ୍ତ୍ୱକିମହମରେ କିଛି ସମୟ ଅଟକି ଥିଲେ।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଆଉ, ସେମାନେ କଲ୍‍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍‍ହମ୍‍ରେ ବାସ କଲେ;
Odia IRV 2017 (ଓଡିଆ ବାଇବେଲ)
ଆଉ, ସେମାନେ କଲ୍‍ଦୀୟମାନଙ୍କ ସକାଶୁ ମିସରରେ ପ୍ରବେଶ କରିବା ନିମନ୍ତେ ପ୍ରସ୍ଥାନ କରି ବେଥଲିହିମ ନିକଟସ୍ଥ ଗେରୁତ୍ତ୍ୱ କିମ୍‍ହମ୍‍ରେ ବାସ କଲେ;