Jeremiah 50:22 — Compare Translations

5 translations compared side by side

Odia - 1840
"ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାୟାଇଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ଦେଶରେ ସଂଗ୍ରାମର ଓ ମହାବିନାଶର ଶଦ୍ଦ ହେଉଅଛି।
Odia Bible ERV 2004 (ପବିତ୍ର ବାଇବଲ)
“ଦେଶସାରା ସଂଗ୍ରାମର ଓ ମହା ବିନାଶର ଶବ୍ଦ ଶୁଣାଯାଉଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।
Odia IRV 2017 (ଓଡିଆ ବାଇବେଲ)
ଦେଶରେ ସଂଗ୍ରାମର ଓ ମହାବିନାଶର ଶବ୍ଦ ହେଉଅଛି।