Jeremiah 50:23 — Compare Translations
5 translations compared side by side
Odia - 1840
"'ସମଗ୍ର ପୃଥିବୀ ରେ ବାବିଲକୁ ହାତୁଡ଼ି' ବୋଲି ବିବଚେନା କରାଯାଉଥିଲା। ସହେି 'ହାତୁଡ଼ି' ଖଣ୍ଡ ଖଣ୍ଡ ହାଇେ ଭାଙ୍ଗି ୟାଇଛି ଓ ଗୋଷ୍ଠୀ ମଧିଅରେ ବାବିଲ ଏକ ମରୁଭୂମି ହାଇେଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
Odia Bible ERV 2004 (ପବିତ୍ର ବାଇବଲ)
‘ସମଗ୍ର ପୃଥିବୀରେ ବାବିଲକୁ ହାତୁଡ଼ି’ ବୋଲି ବିବେଚନା କରାଯାଉଥିଲା। ସେହି ‘ହାତୁଡ଼ି’ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଛି ଓ ଗୋଷ୍ଠୀ ମଧ୍ୟରେ ବାବିଲ ଏକ ମରୁଭୂମି ହୋଇଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!
Odia IRV 2017 (ଓଡିଆ ବାଇବେଲ)
ସମୁଦାୟ ପୃଥିବୀର ହାତୁଡ଼ି କିପରି ଛିନ୍ନ ଓ ଭଗ୍ନ ହୋଇଅଛି! ଗୋଷ୍ଠୀଗଣ ମଧ୍ୟରେ ବାବିଲ କିପରି ଉତ୍ସନ୍ନ ହୋଇଅଛି!