Job 1:9 — Compare Translations

5 translations compared side by side

Odia - 1840
"ଶଯତାନ ଉତ୍ତର ଦଲୋ, ନିଶ୍ଚଯ! କିନ୍ତୁ ଆୟୁବର ପରମେଶ୍ବରଙ୍କୁ ଉପାସନା କରିବାର ୟଥେଷ୍ଟ କାରଣ ରହିଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆୟୁବ କʼଣ ଅକାରଣରେ ପରମେଶ୍ଵରଙ୍କୁ ଭୟ କରୁଅଛି?
Odia Bible ERV 2004 (ପବିତ୍ର ବାଇବଲ)
ଶୟତାନ ଉତ୍ତର ଦେଲା, “ନିଶ୍ଚୟ! କିନ୍ତୁ ଆୟୁବର ପରମେଶ୍ୱରଙ୍କୁ ଉପାସନା କରିବାର ଯଥେଷ୍ଟ କାରଣ ରହିଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, “ଆୟୁବ କʼଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି?
Odia IRV 2017 (ଓଡିଆ ବାଇବେଲ)
ତେବେ ଶୟତାନ ସଦାପ୍ରଭୁଙ୍କୁ ଉତ୍ତର କରି କହିଲା, ଆୟୁବ କ’ଣ ଅକାରଣରେ ପରମେଶ୍ୱରଙ୍କୁ ଭୟ କରୁଅଛି?