Job 10:2 — Compare Translations

5 translations compared side by side

Odia - 1840
"ମୁଁ ପରମେଶ୍ବରଙ୍କୁ କହି ପାରିବି, ' ମାେତେ କଳଙ୍କିତ କର ନାହିଁ। ମାେତେ କବଳେ ଏତିକି କୁହନ୍ତୁ, ମୁଁ କ'ଣ ଭୁଲ କରିଛି। ଆପଣଙ୍କର ମାେ ବିପକ୍ଷ ରେ କ'ଣ କହିବାର ଅଛି।"
Odia 2014 (Re-edited) (ପବିତ୍ର ବାଇବଲ (Re-edited) - (BSI))
ମୁଁ ପରମେଶ୍ଵରଙ୍କୁ କହିବି, ମୋତେ ଦୋଷୀ କର ନାହିଁ; କିହେତୁ ମୋʼ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ ।
Odia Bible ERV 2004 (ପବିତ୍ର ବାଇବଲ)
ମୁଁ ପରମେଶ୍ୱରଙ୍କୁ କହି ପାରିବି, ‘ମୋତେ କଳଙ୍କିତ କର ନାହିଁ। ମୋତେ କେବଳ ଏତିକି କୁହନ୍ତୁ, ମୁଁ କ’ଣ ଭୁଲ୍ କରିଛି। ଆପଣଙ୍କର ମୋ’ ବିପକ୍ଷରେ କ’ଣ କହିବାର ଅଛି।
Odia IRV (ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT)
ମୁଁ ପରମେଶ୍ୱରଙ୍କୁ କହିବି, ମୋତେ ଦୋଷୀ କର ନାହିଁ; କାହିଁକି ମୋʼ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ।
Odia IRV 2017 (ଓଡିଆ ବାଇବେଲ)
ମୁଁ ପରମେଶ୍ୱରଙ୍କୁ କହିବି, “ମୋତେ ଦୋଷୀ କର ନାହିଁ; କାହିଁକି ମୋ’ ସଙ୍ଗେ ବିରୋଧ କରୁଅଛ, ତାହା ମୋତେ ଜଣାଅ।